2024

ପୁଣି ବିସ୍ଫୋରକ ବୟାନ ଦେଲେ ମୁନା ଖାଁ

ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ । ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା । ଯାହା ଏବେ ରାଜନୈତିକ ମହଲରେ…

ଧଉଳି ଏକ ସାଧାରଣ ପାହାଡ଼ ନୁହେଁ, କଳିଙ୍ଗ ଯୁଦ୍ଧର ମୁକସାକ୍ଷୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ରର ଏକ ମୁଖ୍ୟ ଅଂଶ ହେଉଛି ଧଉଳି ଶାନ୍ତିସ୍ତୁପ, ଯାହାକି ଆଜି ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା କେବଳ ଏକ ସାଧାରଣ ପାହାଡ଼ ନୁହେଁ। ବରଂ ଓଡ଼ିଶା ଇତିହାସକୁ ଧରି…

ମେଘନାଦ ପାଚେରୀରେ ଫାଟ, ତୁରନ୍ତ ମରାମତି ହେବ : ଆଇନମନ୍ତ୍ରୀ

ପୁରୀ: ଶ୍ରୀମନ୍ଦିରର ସୁଉଚ୍ଚ ସୁଦୀର୍ଘ ସୁରକ୍ଷା ପାଚେରୀ । ୨୦ ଫୁଟ ଉଚ୍ଚତା ଏବଂ ଛଅ ଫୁଟ ମୋଟେଇ ବିଶିଷ୍ଟ ଏହି ପ୍ରାଚୀର ଶ୍ରୀମନ୍ଦିରର ସୁରକ୍ଷା ବଳୟ ଭାବରେ କାହିଁ କେତେ ଯୁଗରୁ ଛିଡା ହୋଇଆସିଛି । ନାଁ ତାର ମେଘନାଦ…

ସବୁ ସମସ୍ୟାର ସମାଧାନର ଚାବିକାଠି ଶିକ୍ଷାରେ ଅନ୍ତର୍ନିହିତ ଅଛି: କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା କ’ଣ, ତା’ ଉପରେ ପିଲାମାନଙ୍କୁ ବିସ୍ତୁତ ଭାବେ ବୁଝାଇବା ପାଇଁ ପଡ଼ିବ। ଯେଉଁ…

ସିଂହବାହିନୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ବେଶ ଅନୁଷ୍ଠିତ ହୋଇଛି। ଶାନ୍ତ ସ୍ଵରୂପା ମାଆ ଭଦ୍ରକାଳୀ ଆଜି ସିଂହବାହିନୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ସଦା ସର୍ବଦା ବିଶ୍ଵମାତା ରୂପରେ…

ଯୋଗୀଙ୍କୁ ହତ୍ୟା ଧମକ ଦେବା ପଛରେ ୨୪ ବର୍ଷୀୟ ଯୁବତୀ, ବାନ୍ଧିଲା ପୁଲିସ୍‌

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେବା ପଛରେ ଥିବା ୨୪ ବର୍ଷୀୟ ଯୁବତୀଙ୍କୁ ପୁଲିସ୍‌ ଗିରଫ କରିଛି। ଯଦି ୧୦ ଦିନ ଭିତରେ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନ ଦେବେ, ତା’ହେଲେ ତାଙ୍କୁ ମୁମ୍ବାଇର…

ଏଣିକି ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି

ଭୁବନେଶ୍ବର: ଏବେ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାକୁ ଜଗିବ ସିସିଟିଭି । ଉଭୟ ଖଳ ପ୍ରକୃତିର ଡିଲର ଓ ହିତାଧିକାରୀଙ୍କୁ କରିବ ସାବାଡ୍ । ତେବେ ଖାଉଟି ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ଅଭିଯୋଗ ଆସିବା ପରେ ଏବେ ବିଭାଗ ପକ୍ଷରୁ ଦୃଢ…

ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍, ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଉଠାଇ ନେଲା

ଭୁବନେଶ୍ବର: ଭୁବନେଶ୍ବରରେ ମୁମ୍ବାଇର ଏନସିବି ଟିମ୍ । ଗଞ୍ଜାମର ଜଣେ ଗଞ୍ଜେଇ ମାଫିଆକୁ ଭୁବନେଶ୍ୱରରୁ ଉଠାଇ ନେଇଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ନିଲୁ ପ୍ରଧାନକୁ ଉଠାଇନେଲା ଟିମ୍ । ଅଭିଯୁକ୍ତ ନିଲୁର ଘର ଗଞ୍ଜାମ…

ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ, ୧୦ରୁ ଅଧିକ ଲୋକ ଆହତ

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ‘ଲଶ୍କର-ଏ-ତୋଏବା’ ପାକିସ୍ତାନୀ ଆତଙ୍କୀ ସଂଗଠନର ଏକ ଶୀର୍ଷ କମାଣ୍ଡର ଟଳିବା ପରେ ଆଜି (ରବିବାର) ଶ୍ରୀନଗରରେ ଏକ ବଡ଼ ଆକ୍ରମଣ ହୋଇଛି। ଗ୍ରେନେଡ ବିସ୍ଫୋରଣରେ ପ୍ରାୟ ୧୦ରୁ…

ପୁଣି ବଡ ମହାସ୍ନାନ କଲେ ମହାପ୍ରଭୁ

ପୁରୀ: ପୁଣି ଆଜି ସକାଳୁ ସକାଳୁ ବଡ ମହାସ୍ନାନ କଲେ ମହାପ୍ରଭୁ । ଶ୍ରୀମନ୍ଦିରରେ ଛେପ ପଡିବା ପରେ ତିନିଠାକୁରଙ୍କ ବଡ ମହାସ୍ନାନ ନରତି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କିଛି ସମୟ ପାଇଁ ବନ୍ଦ ରହିଥିଲା ସାଧାରଣ ଦର୍ଶନ ।…