ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୨୦ରୁ ଅଧିକ ଦୋକାନ
ଅନୁଗୁଳୁ: ଜଳିଗଲା ମାର୍କେଟ । ଅନୁଗୁଳୁ ପୌରପାଳିକାର ଡେଲି ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଜଳିପୋଡ଼ି ପାଉଁଶ ହୋଇଯାଇଛି ୨୦ରୁ ଅଧିକ ଦୋକାନ ଘର ସହ ଲକ୍ଷାଧିକ ଟଙ୍କାର ପନିପରିବା , ଦୁଇଟି ବାଇକ ସହ ଇଲେଟ୍ରୋନିକ ସରଞ୍ଜାମ ।…
