2024

ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ବା ଗୁପ୍ତ କୋଠରୀ ନାହିଁ: ପୃଥ୍ବୀରାଜ ହରିଚନ୍ଦନ

ପୁରୀ : ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ନୂଆବର୍ଷରୁ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତିମଣତି। ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ…

ମାର୍କେଟ ବିଲ୍ଡିଂ ଅଣ୍ଡର ଗ୍ରାଉଣ୍ଡରେ ନିଆଁ

ଭୁବନେଶ୍ଵର: ୧ ନମ୍ବର ହାଟ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରେ ମାର୍କେଟ ବିଲ୍ଡିଂ ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ । ୪ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ ଏକାଧିକ କପଡା ଦୋକାନ…

ନଭେମ୍ବର ୨୫ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ସମ୍ବନ୍ଧରେ ସର୍ବଶେଷ ଅପଡେଟ୍ ଆସିଛି । ସୂଚନା ଅନୁସାରେ ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୩ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ…

ଅଙ୍ଗଦାନ କରି ଅଲେଖଙ୍କୁ ମିଳିଲା ରାଷ୍ଟ୍ରୀୟ ସମ୍ମାନ, ମୃତ୍ୟୁ ପରେ ରହିବେ ଅମର

ଅଲେଖଙ୍କୁ ଝୁରୁଛି ଗାଁ ଝୁରୁଛି ଅଞ୍ଚଳ। ଅଲେଖଙ୍କ ମୃତ୍ୟୁରେ ପୂରା ଗାଁ ସ୍ତବ୍ଧ, ସମସ୍ତଙ୍କ ଆଖିରେ ଝରୁଛି ଲୁହ । ଜୀବିତ ଥିବାବେଳେ ସେ ଅଞ୍ଚଳ ପାଇଁ ଯାହା କରିଯାଇଛନ୍ତି ତାହା ସବୁଦିନ ପାଇଁ ଅଞ୍ଚଳବାସୀଙ୍କ ମନରୁ ଲିଭିବନି । ଅଲେଖଙ୍କ…

ମହାକାଳୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ହୋଇଉଠିଛି ଚଳଚଞ୍ଚଳ । ସାତ ଦିନରେ ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’ । କିନ୍ତୁ ଏହି ପୀଠରେ ମା’…

ଦାଉଦ ସହ ସଂପର୍କ ଅଭିଯୋଗ : ନବାବ ମଲ୍ଲିକଙ୍କ ପାଇଁ ପ୍ରଚାର କରିବନି ବିଜେପି

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ମେଣ୍ଚଗୁଡ଼ିକ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଏନସିପି ନେତା ନବାବ ମଲ୍ଲିକଙ୍କୁ ଟିକେଟ ଦେବା ନେଇ ଏବେ ମହାଯୁତି ମେଣ୍ଟରେ ବଡ଼ ବିବାଦ ଦେଖାଦେଇଛି ।…

କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ

କୋରାପୁଟ : କୋଲାବ ଡ୍ୟାମକୁ ଡେଇଁ ମହିଳା ନିଖୋଜ । କୋରାପୁଟରେ କୋଲାବ ଜଳଭଣ୍ଡାରକୁ ଡେଇଁଲେ ମହିଳା । ୨୬ନଂ ଜାତୀୟ ରାଜପଥ ଦୁରୁ ଗୁଡ଼ା ବ୍ରିଜରେ ନିକଟରେ ନିଜ ଜୋତା ଓ ମୋବାଇଲ ରଖି ଜଳଭଣ୍ଡାରକୁ ଡେଇଁଛନ୍ତି । ଘଟଣା…

ସୀମାରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ

ଦୀପାବଳି ପର୍ବରେ ସାରା ଦେଶରେ ଉତ୍ସବର ମାହୋଲ। ପିଲାମାନଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଦୀପାବଳି ପାଇଁ ସମସ୍ତେ ଉତ୍ସାହିତ। କିନ୍ତୁ ଏତେ ବଡ଼ ପର୍ବ ଦିନରେ ମଧ୍ୟ ଆମର ଯବାନମାନେ ସୀମାରେ ନିୟୋଜିତ ଅଛନ୍ତି ଏବଂ ଦେଶକୁ ସୁରକ୍ଷା ଦେଇ ସେମାନଙ୍କର କର୍ତ୍ତବ୍ୟ…

ନିଶା ଦେଇ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲା, ୫ ଅଭିଯୁକ୍ତଙ୍କୁ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱରରେ ନାବାଳିକାକୁ ଗଣ ଦୁଷ୍କର୍ମ ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା…

ସାମ୍ବାଦିକଙ୍କୁ ଛୁରୀ ଭୁଷି ନିର୍ମମ ଭାବେ ହତ୍ୟା

ଜାତୀୟ ନ୍ୟୁଜ ଏଜେନ୍ସି ANI ପାଇଁ କାମ କରୁଥିବା ସାମ୍ବାଦିକ ଦିଲୀପ ସୈନିଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କୁ କିଛି ଲୋକ ଘର ଭିତରେ ପଶି ଛୁରୀ ଭୁଷି ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ଫିତେପୁର ଜିଲ୍ଲାର ଭିତୋର…