କଂଗ୍ରେସକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିଧା ହମଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସିଧାସଳଖ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ନେତୃତ୍ୱାଧୀନ ସରକାରକୁ ଟାର୍ଗେଟ କରିଛନ୍ତି। କଂଗ୍ରେସ କ୍ଷମତାରେ ଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ବିଳମ୍ବିତ କରୁଥିବା ଓ ପ୍ରଭାବୀ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ବୋଲି ମୋଦି…

ରାଜ୍ୟରେ ଆହୁରି ୨୪ ଘଣ୍ଟା ବର୍ଷା

ଭୁବନେଶ୍ଵର: ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା। ଆଜି ସୁନ୍ଦରଗଡ଼ ସମେତ ଗୋଟିଏ ଦୁଇଟି ଜିଲ୍ଲାକୁ ଛାଡ଼ିଲେ ବାକି ସମସ୍ତ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ…

କମିଶନରେଟ ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ, ୫ ବନ୍ଧୁକ ବେପାରୀ ସମେତ ୧୪ ଗିରଫ

ଭୁବନେଶ୍ୱର : କମିଶନରେଟ ପୋଲିସ କବଜାରେ ଅପରାଧୀ ଗ୍ୟାଙ୍ଗ ।  ୫ ବନ୍ଧୁକ ବେପାରୀଙ୍କ ସମେତ ମୋଟ ୧୪ ଗିରଫ । ନାକା ଚେକିଂ ବେଳେ ଅପରାଧୀ ଗ୍ୟାଙ୍ଗକୁ ଧରିଛି ପୋଲିସ ।  ବନ୍ଧୁକ ବେପାର ମାମଲାରେ ୫ଜଣଙ୍କୁ ଗିରଫ କରାଯାଇଛି ।…

‘ମୌକା ମୌକା ହର ବାର ଧୋକା’: ଆପ ଓ ବିଜେପି ପାଇଁ କଂଗ୍ରେସ ଜାରି କଲା ବହି

ଆସନ୍ତା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ‘ମୌକା ମୌକା ହର ବାର ଧୋକା’ ଶୀର୍ଷକ ଗୋଟିଏ ବହି ଜାରି କରାଯାଇଛି। ଦିଲ୍ଲୀ କଂଗ୍ରେସ ସଭାପତି ଦେବେନ୍ଦ୍ର ଯାଦବ, ଦଳର ନେତା ଅଜୟ ମାକେନ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଉଭୟ…

ବନ ବିଭାଗ ପାଇଁ ବଢିଲା ଚିନ୍ତା: ବାଘୁଣୀ ଜିନତର ମିଳୁନି ପତ୍ତା

ଭୁବନେଶ୍ୱର: ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ…

ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ

ଯାଜପୁର : ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ହଟହଟା ହେଲେ ଅତିରିକ୍ତ ତହସିଲଦାର ଓ ଥାନା ଅଧିକାରିଣୀ । ଉଚ୍ଛେଦ ସମୟରେ ଯାଜପୁର ତହସିଲର ଅତିରିକ୍ତ ତହସିଲଦାର ଅଜୟ ପଣ୍ଡା ଓ ବ୍ରହ୍ମବରଦା ଥାନା ଅଧିକାରୀଣୀ ଅଂଶୁମାଳା ଦାସଙ୍କୁ ଆକ୍ରମଣ ହୋଇଥିବା…

କେଜ୍ରିଓ୍ୱାଲ କହିଲେ- ଖୁବ୍‌ଶୀଘ୍ର ଗିରଫ ହେବେ ଆତିଶୀ

ପରିବହନ ବିଭାଗରେ ପ୍ରସ୍ତୁତି ଚାଲିଛି କେସ୍‌। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ ଗିରଫ କରିବେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ଆମ୍‌ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ୱାଲ।…

ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ

ଜଳେଶ୍ୱର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ମାରିଦେବା ଘଟଣାରେ ଅଭିଯୁକ୍ତ ବାପା ଓ ପୁଅ ଗିରଫ। ଏହି ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ସିଂଲା ଥାନା…

ଏମ୍‌ସ ଭୁବନେଶ୍ବର ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଦୂରଦୃଷ୍ଟି ଓ ସଂକଳ୍ପର ରାଷ୍ଟ୍ରନେତା, ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନାୟକ ତଥା ଏମ୍‌ସ ଭୁବନେଶ୍ୱର ପ୍ରତିଷ୍ଠାତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ୧୦୦ତମ ଜନ୍ମବାର୍ଷିକୀ ଅବସରରେ ଏମ୍‌ସ ବନେଶ୍ବରଭୁ ପକ୍ଷରୁ ଆଜି "ସୁଶାସନ ଦିବସ" ପାଳିତ…

ଲ୍ୟାଣ୍ଡିଂ ବେଳେ ବିମାନରେ ବିସ୍ଫୋରଣ

ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ବିମାନରେ ବିସ୍ଫୋରଣ ହୋଇଛି। କାଜାକିସ୍ତାନର ଅକତାଉରେ ବିମାନଟି ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ତେବେ ସଠିକ୍‌ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିନାହିଁ। କୁହାଯାଉଛି ଯେ ଏହି ବିମାନରେ…