2024

ତେଲ, ମସଲା, ଔଷଧ ପରେ ନକଲି ବ୍ୟାଙ୍କ୍; SBI ନାଁରେ ଚାଲିଥିଲା ଠକେଇ

ରାୟପୁର : ନକଲି ମସଲା, ନକଲି ଔଷଧ ପରେ ଏବେ ନକଲି ବ୍ୟାଙ୍କ୍। ଆଶ୍ଚର୍ଯ୍ୟ ଲାଗୁଥିବା ଏ କଥା ସତ। ଛତିଶଗଡରେ ଚାଲିଥିଲା ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (SBI) ନାଁରେ ଜାଲିଆତି। ଲୋକଙ୍କୁ ଭୁଆଁ…

ଆରଜି କର ପୀଡିତାଙ୍କ ମୂର୍ତ୍ତି ସ୍ଥାପନ, ସୋଶାଲ ମିଡିଆରେ ତୀବ୍ର ବିରୋଧ

କୋଲକାତା : ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆଉ ଏକ ବିବାଦୀୟ ଚିତ୍ର ସାମ୍ନାକୁ ଆସିଛି। ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଭୟଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି,…

ମଧ୍ୟପ୍ରାଚ୍ୟ ସଙ୍କଟ: ଆରବ ଦେଶଗୁଡ଼ିକ ସହିତ ଜରୁରୀ ବୈଠକ କଲା ରୁଷ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି। ଇସ୍ରାଏଲ-ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିଲାଣି। ପ୍ରଥମେ ହମାସ, ପରେ ହେଜବୋଲ୍ଲା ଏବଂ ଏବେ ଇରାନ ସହିତ ଇସ୍ରାଏଲର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଇସ୍ରାଏଲ ପକ୍ଷରୁ ଗାଜାରେ ହମାସ…

ସମ୍ବଲପୁର ସମଲେଶ୍ବରୀ ମନ୍ଦିରରେ ଭିଡିଓଗ୍ରାଫି ମନା

ସମ୍ବଲପୁର : ସମ୍ବଲପୁର ସମଲେଇ ମନ୍ଦିରରେ ଭିଡିଓଗ୍ରାଫି ମନା । ମନ୍ଦିରରେ ରିଲ୍ସ, ପ୍ରି ଓ୍ବେଡିଂ ତଥା ଅନ୍ଯ ସମସ୍ତ ଭିଡିଓଗ୍ରାଫି ମନା ହୋଇଛି । ସମଲେଇ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି । ମନ୍ଦିରର ପବିତ୍ରତା ଅକ୍ଷୁର୍ଣ୍ଣ ରଖିବା…

ନିଜର ନୂଆ ଦଳର ନାଁ ଘୋଷଣା କଲେ ପ୍ରଶାନ୍ତ କିଶୋର

ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର ବୁଧବାର ପାଟନାରେ ଆନୁଷ୍ଠାନିକ ଭାବେ ତାଙ୍କର ନୂଆ ରାଜନୀତିକ ଦଳର ନାଁ ଘୋଷଣା କରିଛନ୍ତି। ସେ ତାଙ୍କ ଦଳର ନାଁ ରଖିଛନ୍ତି ‘ଜନ ସୁରାଜ ପାର୍ଟି’। ନୂଆ ଦଳ ନାଁ ଘୋଷଣା…

ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ…

ନବୀନଙ୍କ ୨୪ ବର୍ଷର ହିସାବ ମାଗିଲା ବିଜେପି

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ହିସାବ ମାଗିଲେ ବିଜେପି ସଭାପତି ମନମୋହନ ସାମଲ। ନବୀନବାବୁ ୨୪ ବର୍ଷର ହିସାବ ଦିଅନ୍ତୁ ବୋଲି ସେ କହିଛନ୍ତି। ବିଜେଡିର ଜନ ସମ୍ପର୍କ ପଦଯାତ୍ରାକୁ ନେଇ ଆଜି ଏପରି କହିଛନ୍ତି ଶ୍ରୀ ସାମଲ୍‌। ଗଣମାଧ୍ୟମକୁ ସୂଚନା…

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ ପୋଲିସ । ଏ ନେଇ ପ୍ରେସ ମିଟିରେ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ ।…

୪ ଦିନରେ ଝାଡ଼ାବାନ୍ତିରେ ଗଲାଣି ୯ ଜୀବନ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ।…

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ଧମକ

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ମିଳିଲା ଧମକ । ରାଜସ୍ଥାନର ହନୁମାନଗଡ଼ ଜଙ୍କସନ୍‌ ରେଲୱେ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହାପରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହନୁମାନଗଡ଼ ଜଙ୍କସନ୍‌ ରେଲୱେ…