‘ଗରବାରେ ପ୍ରବେଶ ପାଇଁ ପିଇବାକୁ ପଡ଼ିବ ଗୋମୂତ୍ର’
ନୂଆଦିଲ୍ଲୀ : ଆଗକୁ ଦଶହରା। ଏଥିପାଇଁ ଆରମ୍ଭ ହୋଇଗଲାଣି ଚାରିଆଡ଼େ ନବରାତ୍ରୀ ଧୁମ୍। ଗରବା ଡ୍ୟାନ୍ସ ପାଇଁ ଜମିଲାଣି ଭିଡ଼। ତେବେ ଏହି ଗରବା ପେଣ୍ଡାଲକୁ ଏବେ ପ୍ରବେଶ କରିବାକୁ ହେଲେ ପିଇବାକୁ ପଡିବ ଗୋମୂତ୍ର। ଏଭଳି କିଛି ବିବାଦୀୟ ପ୍ରସ୍ତାବ…
ନୂଆଦିଲ୍ଲୀ : ଆଗକୁ ଦଶହରା। ଏଥିପାଇଁ ଆରମ୍ଭ ହୋଇଗଲାଣି ଚାରିଆଡ଼େ ନବରାତ୍ରୀ ଧୁମ୍। ଗରବା ଡ୍ୟାନ୍ସ ପାଇଁ ଜମିଲାଣି ଭିଡ଼। ତେବେ ଏହି ଗରବା ପେଣ୍ଡାଲକୁ ଏବେ ପ୍ରବେଶ କରିବାକୁ ହେଲେ ପିଇବାକୁ ପଡିବ ଗୋମୂତ୍ର। ଏଭଳି କିଛି ବିବାଦୀୟ ପ୍ରସ୍ତାବ…
ମୁମ୍ବାଇ : ଚର୍ଚ୍ଚାରେ ମହନ୍ତ ରାମଗିରି ମହରାଜ। ମହାରାଷ୍ଟ୍ର ସହ ଦେଶର ବିଭିନ୍ନ ସ୍ଥାନରେ ସନାତନ ଧର୍ମର ଓକିଲାତି କରୁଥିବା ମହନ୍ତ ରାମଗିରିଙ୍କ ବିରୋଧରେ ୬୭ଟି ଏଫଆଇଆର ପଞ୍ଜୀକୃତ ହୋଇଛି। ନାଶିକର ଗୋଟିଏ ଧାର୍ମିକ କାର୍ଯ୍ୟକ୍ରମରେ ସେ ଇସଲାମ ଓ ପ୍ରଫେଟ…
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା SIT ତଦନ୍ତ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ। ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି…
ନୂଆଦିଲ୍ଲୀ: ବୁଲଡୋଜର ଆକ୍ସନ ସହ ଜଡିତ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଜଷ୍ଟିସ ବି.ଆର.ଗାଭାଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଥିଲା। ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପକ୍ଷରୁ ଯୁକ୍ତି…
କୋଲକାତା : ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ସେମାନଙ୍କ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଛନ୍ତି। ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। ସେମାନେ ହସ୍ପିଟାଲରେ…
ନୂଆଦିଲ୍ଲୀ : ଭାରତ ଆକାଶରେ ଆଉ ଏକ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେଉଛି। ୮୦ ହଜାର ବର୍ଷ ତଳର ଏକ ଉଲକା ବା ଧୂମକେତୁକୁ ଆକାଶରେ ଦେଖିବାକୁ ମିଳୁଛି। ଏଇ କିଛି ଦିନ ହେବ ସକାଳ ସମୟରେ ଆକାଶରେ ଏହି ଧୂମକେତୁ…
କାନପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ କାନପୁରରେ ୭ ୱିକେଟ୍ରେ ବାଂଲାଦେଶକୁ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବଜା କରିଛି। ବାଂଲାଦେଶ ଟିମ୍ ଇଣ୍ଡିଆକୁ ୯୫ରନ୍ର ଟାର୍ଗେଟ ଦେଇଥିଲା। ତେବେ ଭାରତୀୟ ଦଳ ତିନି ୱିକେଟ୍ ହରାଇ ଲକ୍ଷ୍ୟ…
ଭୁବନେଶ୍ୱର: ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ସଂଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଜିଲ୍ଲା ନେତୃତ୍ୱ ମାନଙ୍କର ବୈଠକ ଚାଲିଛି। ଏହି…
ଲେବାନନ ଓ ଗାଜାରେ ଘନଘନ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ଓ ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତି। ସେ ନେତାନ୍ୟାହୁଙ୍କୁ ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦୀ ବୋଲି କହିଛନ୍ତି। ନ୍ୟୁଜ ଏଜେନ୍ସି…
ଭୁବନେଶ୍ୱର: ଅଙ୍ଗନଓ୍ବାଡିରେ ପିଲାଙ୍କୁ ଦିଆଯାଉଥିବା ଛତୁଆକୁ ନେଇ ଚିନ୍ତାରେ ଉପମୁଖ୍ୟମନ୍ତ୍ରୀ । ଖରାପ ମାନର ଛତୁଆକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆଗକୁ ଅଙ୍ଗନଓ୍ବାଡି ମାନଙ୍କରେ ଛତୁଆ ବଳଦରେ ଦିଆଯାଇପାରେ ମାଣ୍ଡିଆ । ଉପମୁଖ୍ୟମନ୍ତ୍ରୀ କହିଛନ୍ତି,…