ମନ କି ବାତ୍: ମାତୃଭାଷାକୁ ନେଇ ମୟୂରଭଂଜ ଜିଲ୍ଲାର ଉଦାହରଣ ଦେଲେ ମୋଦୀ
ଭୁବନେଶ୍ଵର: ୧୧୪ ତମ ‘ମନ୍ କି ବାତ’ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପାଳିର ଏହା ହେଉଛି ମୋଦୀଙ୍କ ଚତୁର୍ଥ ତମ ମନ କି ବାତ୍ । ଆଜିର ରେଡିଓ କାର୍ଯ୍ୟକ୍ରମରେ ମାତୃଭାଷାକୁ ନେଇ ମୟୂରଭଂଜ…
