2024

ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର, ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ

ଭୁବନେଶ୍ୱର : ଆନ୍ଦୋଳନରୁ ଓହରିଲେ ନର୍ସିଂ ଅଫିସର । ଆଜିଠୁ ସ୍ବାସ୍ଥ୍ୟସେବା ସ୍ବାଭାବିକ । ୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲା ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ଏନେଇ ସୂଚନା ଦେଇଛନ୍ତି…

ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା, ଦୁଇ ସାଇବର ଠକ ରାଜସ୍ଥାନରୁ ଗିରଫ

ଭୁବନେଶ୍ବର : ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା । ଠିକିଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍‌ ଆଜି ଦୁଇ…

ଭାଜପାର ମାଷ୍ଟର ଗେମ୍‌: ପାର୍ବଣରେ ନୂଆ ପ୍ଲାନ୍‌

ଭୁବନେଶ୍ୱର,୨୮।୯: ଧରାପୃଷ୍ଠକୁ ଆସୁଛନ୍ତି ମା’ ଜଗତଜନନୀ ଦୁର୍ଗା। ଏନେଇ ଚଳଚଞ୍ଚଳ ହୋଇଉଠୁଛି ପୂଜା ମଣ୍ଡପ। ଏହି ପରିପ୍ରେକ୍ଷୀରେ ଭାଜପା ଏକ ବଡ଼ ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛି। ପାର୍ବଣରେ ସମସ୍ତ ପୂଜା ପେଣ୍ଡାଲରେ ଭାଜପା କ୍ୟାମ୍ପ ପକାଇବ। ଏନେଇ ଦଳ ପକ୍ଷରୁ…

ବିଜେଡି ଖତମ୍ ହେଇସାରିଛି : ତୋମାର

ଭୁବନେଶ୍ୱର,୨୮।୯: ବିଜେଡିକୁ ସମାଲୋଚନା କରିଛନ୍ତି ଭାଜପା ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର। ସେ କହିଛନ୍ତି ଗତ ୨୪ ବର୍ଷର ଶାସନ ଭିତରେ ବିଜେଡି ଯାହା କରିପାରି ନଥିଲା, ଶହେ ଦିନର ଶାସନ ଭିତରେ ଭାଜପା କରି ଦେଖାଇଛି ।…

ଆଲୋଚନା ପାଇଁ ନର୍ସିଂ ଅଧିକାରୀଙ୍କୁ ଡାକିଲେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟବ୍ୟାପି ଧାରଣାରତ ନର୍ସିଂ କର୍ମଚାରୀଙ୍କ ସହିତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ସନ୍ଧ୍ୟାରେ ନର୍ସିଂ ଅଧିକାରୀମାନଙ୍କୁ ଆଲୋଚନା ପାଇଁ ଡାକିଛନ୍ତି।…

୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ +୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ନୂଆ କରି ଇଣ୍ଟରନାଲ ଆସେସମେଣ୍ଟ ପଦ୍ଧତି ଆପଣାଇବାକୁ…

ଭଦ୍ରକ ସୋସିଆଲ ମିଡିଆ ପୋଷ୍ଟ: ୯ ଅଭିଯୁକ୍ତ ଗିରଫ, ଛାନ୍‌ଭିନ୍‌ ଜାରି

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ…

ଭରତପୁର ଥାନା ଘଟଣା; ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌

ଭୁବନେଶ୍ୱର : ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ୍‌‌ ଟେଷ୍ଟ ପାଇଁ ଆସନ୍ତାକାଲି ଗୁଜରାଟ ଯିବ କ୍ରାଇମବ୍ରାଞ୍ଚ ଟିମ୍‌‌। ନିଲମ୍ବିତ ଥାନା ଅଧିକାରୀ ଓ ଅନ୍ୟ ଚାରିଜଣ ପୁଲିସ କର୍ମଚାରୀଙ୍କୁ…

୧୦ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି ନର୍ସିଂ ଅଫିସର

ଭୁବନେଶ୍ୱର : ସାରା ରାଜ୍ୟରେ ୧୦ ଦଫା ଦାବୀ ନେଇ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ନର୍ସିଂ ଅଫିସର। ଆଜି ଦ୍ଵିତୀୟ ଦିନରେ କଟକ ଏସସିବିରେ ଆନ୍ଦୋଳନରେ ବସିଥିବା ଏକ ହଜାର ନର୍ସିଂ ଅଫିସରଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ମହମ୍ମଦ ମୋକିମ…

ମୁଖ୍ୟମନ୍ତ୍ରୀଙ୍କ ତାଗିଦ- ରାତି ଅଧରେ ବି ମହିଳାଙ୍କ ଅଭିଯୋଗ ଶୁଣ, ମାମଲା ଦାଏର କର

ଭୁବନେଶ୍ୱର: ‘ଥାନାରେ ଭଲ ବ୍ୟବହାର କର, ରାତି ୨ଟାରେ ବି ମହିଳା ଜଣକ ଥାନାକୁ ଗଲେ ଧୈର୍ଯ୍ୟର ସହ ଶୁଣ ଓ ତୁରନ୍ତ ମାମଲା ଦାଏର କର। ସରକାର ବଦଳିଛି, ତ୍ରୁଟି ସୁଧାରି ଦିଅ।’ ଆଜି କିଛି ଏଭଳି ଭାବେ କଡ଼ା…