ଲେବାନନରେ ଥମିବନି ଧ୍ବଂସଲୀଳା, ଅସ୍ତ୍ରବିରତି ପ୍ରସ୍ତାବ ଖାରଜ କଲା ଇସ୍ରାଏଲ
ନୂଆଦିଲ୍ଲୀ : ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ…
ନୂଆଦିଲ୍ଲୀ : ଆମେରିକା ସମେତ ବିଶ୍ଵ ସମୁଦାୟର ଚାପକୁ ଖାତିର ନ କରି ଲେବାନନରେ ହେଜବୋଲ୍ଲା ଆଡ୍ଡା ଗୋଟିକ ପରେ ଗୋଟିଏ ଧ୍ବଂସ କରିବାରେ ଲାଗି ପଡ଼ିଛି ଇସ୍ରାଏଲ। ଏହି ଧ୍ବଂସ ଲୀଳା ଥମିବନି ବୋଲି ଦୃଢ ଘୋଷଣା କରି ଇସ୍ରାଏଲ…
ଚେନ୍ନାଇ : ତାମିଲନାଡୁର ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ। କ୍ୟାସ୍ ଫର୍ ଜବ୍ ତଥା ଚାକିରି ବଦଳରେ ନଗଦ ଲାଞ୍ଚ ନେବା ଦୁର୍ନୀତିରେ ଗିରଫ ହୋଇଥିବା ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ…
ପାଟନା : ଜିତିଆ ପର୍ବ ପାଳନର ଖୁସି ଦୁଃଖରେ ପରିଣତ ହୋଇଯାଇଛି। ବିହାରରେ ଜିତିଆ ପର୍ବ ପାଳନ ସମୟରେ ବିଭିନ୍ନ ସ୍ଥାନରେ ପୋଖରୀ ଓ ନଦୀରେ ଗାଧୋଇବା ବେଳେ ୩୯ ଜଣଙ୍କ ମୃତ୍ୟୁ ଘଟିଲାଣି। ରାଜ୍ୟର ୧୪ଟି ଜିଲ୍ଲୀରେ ୩୯ ଜଣଙ୍କ…
ନୂଆଦିଲ୍ଲୀ : ଏକ ଅନଲାଇନ୍ ଗେମିଂ ଆପ୍ ଉପରେ ଚଢ଼ାଉ କରି ୪୦୦ କୋଟି ଟଙ୍କା ଠକେଇର ପର୍ଦ୍ଦାଫାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଏହି ଗେମିଂ ଆପରେ ଚୀନ୍ ନାଗରିକଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି। ରିପୋର୍ଟ ଅନୁସାରେ, ଇଡି…
ନୂଆଦିଲ୍ଲୀ: କ୍ରୁଜ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପାଇଁ ୟୁକ୍ରେନର ଯୋଜନା ରୁଷ୍ର ଚିନ୍ତାର କାରଣ ବନିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ରୁଷ୍ର ପରମାଣୁ କ୍ଷମତା ସଂକ୍ରାନ୍ତରେ ଶୀର୍ଷ ସୁରକ୍ଷା ପରିଷଦ ସହିତ ଏକ ଗୁପ୍ତ ବୈଠକ କରିଥିବା ସୂୂଚନା ରହିଛି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ଟି ପରମ ରୁଦ୍ର ସୁପରକମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଓ ଜଳବାୟୁ ପାଇଁ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ ସିଷ୍ଟମର ଉଦଘାଟନ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ ସୁପର କମ୍ପ୍ୟୁଟର ନିର୍ମାଣ…
ବେଙ୍ଗାଲୁରୁ : ଏଣିକି କର୍ଣ୍ଣାଟକାରେ ମନଇଚ୍ଛା ପ୍ରବେଶ କରିପାରିବ ନାହିଁ ସିବିଆଇ। ରାଜ୍ୟରେ ସିବିଆଇର ଅନାୟସ ପ୍ରବେଶ ଓ ତଦନ୍ତ ଉପରେ କଟକଣା ଜାରି କରିଛନ୍ତି କର୍ଣ୍ଣାଟକା ସରକାର। ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି କର୍ଣ୍ଣାଟକା ସୀମାରେ…
ନୂଆଦିଲ୍ଲୀ : ନ୍ୟୁୟର୍କର ନୋଗୁଚି ମ୍ୟୁଜିୟମ (ସଂଗ୍ରହାଳୟ)ର ଆୱାର୍ଡ ନେବାକୁ ମନା କରି ଦେଇଛନ୍ତି ପ୍ରସିଦ୍ଧ ଇଂରାଜୀ ଲେଖିକା ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲାହିଡ଼ି। ପାଲେଷ୍ଟିନୀୟ ପୋଷାକ କେଫିୟେହ ପିନ୍ଧିବାକୁ ନେଇ ମ୍ୟୁଜିୟମ ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଆଲୋଚନା ବିଫଳ ହୋଇଛି। ନର୍ସିଂ କର୍ମଚାରୀମାନେ ଆସନ୍ତାକାଲି (୨୦୨୪ ସେପ୍ଟେମ୍ବର ୨୬) ଯାଏଁ ଜରୁରୀକାଳୀନ ସେବାରେ ନିୟୋଜିତ ହେବାକୁ ସ୍ଥିର କରିଛନ୍ତି। ଏହା ପରେ ସେପ୍ଟେମ୍ବର ୨୭ ତାରିଖ ଠାରୁ…
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଥିବା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ଏକ ବଡ଼ ଦାବି କରିଛନ୍ତି। ହିସାରରେ ଏକ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏଠାରେ ଆପ ବିନା ସରକାର…