2024

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି । ୨୭ ଯାଏ ପ୍ରବଳ ବର୍ଷିବ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପ୍ରଭାବରେ ରାଜ୍ୟର…

ସପ୍ତାହେ ଭିତରେ ୧ କୋଟି ଛୁଇଁବ ସୁଭଦ୍ରା ଆବେଦନକାରୀଙ୍କ ସଂଖ୍ୟା: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁଭଦ୍ରା ଯୋଜନା ଆରମ୍ଭରୁ ଏପର୍ଯ୍ୟନ୍ତ ଆବେଦନ କରିସାରିଲେଣି ୯୨ ଲକ୍ଷ ଆବେଦନକାରୀ l ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା l ତେବେ ଆସନ୍ତା ଆଉ ଏକ ସପ୍ତାହ ମଧ୍ୟରେ ସୁଭଦ୍ରା ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୧ କୋଟି…

ହିଂସକ ହେଉଛି ନିର୍ବାଚନ, କମଲା ହାରିସଙ୍କ ଅଫିସ୍‌ ଉପରକୁ ଗୁଳିମାଡ଼

ଆସନ୍ତା ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ। ତେବେ ଭୋଟ୍‌ ପୂର୍ବରୁ ଆମେରିକାରୁ ଲଗାତର ହିଂସା ଖବର ସାମ୍ନାକୁ ଆସୁଛି। ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିଲା।…

ବଣାଇରେ ତୀର ଆତଙ୍କ, ତୀର ମାଡ଼ରେ ବଣାଇ ଥାନା ଆଇଆଇସି ଆହତ

ବଣାଇ : ପଣବନ୍ଦୀରେ ସ୍କୁଲ । ୪ ଦିନ ହେଲା ଧନୁତୀର ଧରି ଉତ୍ପାତ କରୁଛି ଧନୀ ମୁଣ୍ଡା । ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ବଡ଼ଜଲ ୟୁପି ସ୍କୁଲକୁ ନିଜ କବଜାରେ ରଖିଛି । ଧନୁ ତୀର ଓ…

ପାରାଦୀପରେ ଆରମ୍ଭ ହେଲା ୨ ଦିନିଆ ଉପକୂଳ ସମରାଭ୍ୟାସ

ପାରାଦୀପ: ପାରାଦୀପରେ ଆଜିଠୁ ଆରମ୍ଭ ହୋଇଛି ମିଳିତ ସମରାଭ୍ୟାସ ସାଗର କବଚ-୨ । ଏହା ଦୁଇ ଦିନ ଧରି ଚାଲିବ । ଏଥିରେ ମେରାଇନ ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନବିଭାଗ, ମତ୍ସ୍ୟ ବିଭାଗ, ଗୁଇନ୍ଦା ସଂସ୍ଥା ଭଳି ଏକାଧିକ ବିଭାଗ…

ଚାପ ବଢ଼ିବାରୁ ୟୁ-ଟର୍ଣ୍ଣ ମାରିଲେ କଙ୍ଗନା

ନିଜ ବୟାନକୁ ନେଇ ପୁଣି ବିବାଦରେ ବଲିଉଡର ପଙ୍ଗା କୁଇନ୍‌ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। କୃଷି ଆଇନ୍‌କୁ ନେଇ ସେ ବିବାଦୀୟ ବୟାନ ଦେଇଥିଲେ। ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ…

ଭୁବନେଶ୍ବର ଭରତପୁର ଥାନା ମାମଲା: ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ

ଭୁବନେଶ୍ବର : ଭରତପୁର ଥାନା ମାମଲାରେ ଉଭୟ ଭରତପୁର ଥାନା ଓ ପଥରଗାଡ଼ିଆର ସୁନ୍ଦରପୁରରେ ସରିଲା ପୀଡ଼ିତାଙ୍କ କ୍ରାଇମ ସିନ୍ ରିକ୍ରିଏସନ । ଭରତପୁର ଥାନରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ସିନ୍ ରିକ୍ରିଏସନ । ଭରତପୁର ଥାନାରେ…

ରାଉରକେଲାରେ ଲଜ୍ଜା! ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲା: ପୁଣି ରାଉରକେଲାରେ ଲଜ୍ଜା। ୪ ଦିନ ତଳେ ୨ ନାବାଳିକା ଭଉଣୀଙ୍କୁ ଗଣ ଦୁଷ୍କର୍ମ କରିବା ଭଳି ଘଟଣା ଘଟିବା ପରେ ଆଜି ପୁଣି ସମାନ ଏକ ମାମଲା ସମ୍ନାକୁ ଆସିଛି। ଏଠାରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା…

ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର, ୭୭ ହଜାରରେ ପହଞ୍ଚିଲା

ବିବାହ ଋତୁ ଆରମ୍ଭ ପୂର୍ବରୁ ଗ୍ରାହକଙ୍କୁ ଝଟ୍‌କା। ସର୍ବକାଳୀନ ରେକର୍ଡ ଭାଙ୍ଗିଲା ସୁନା ଦର। ଭାରତରେ ପ୍ରଥମ ଥର ପାଇଁ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୬,୦୦୦ ଟଙ୍କା ଅତିକ୍ରମ କରିଛି। ରିପୋର୍ଟ ମୁତାବକ, ୨୪ କ୍ୟାରେଟ୍‌ ୧୦ ଗ୍ରାମ…

ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣା, ସିବିଆଇ ତଦନ୍ତ ଦାବି

କଳାହାଣ୍ଡି: ବହୁ ଚର୍ଚ୍ଚିତ ରୁକସାନା ମୃତ୍ୟୁ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ । ଆଜି କବର ଖୋଳି ମୃତଦେହ ବାହାର କରି ତଦନ୍ତ ଆରମ୍ଭ କରିବାକୁ ପହଁଚିଥିଲା ଟାଉନ ଥାନା ଓ ସଦର ଥାନା ପୋଲିସ । ହେଲେ ଏହାକୁ ବିରୋଧ…