2024

ଭରତପୁର ଘଟଣାରେ ନ୍ୟାୟିକ ସହ କ୍ରାଇମବ୍ରାଞ୍ଚ ତଦନ୍ତ, ଭାରତରେ ପ୍ରଥମ କହିଲେ ଆଇନ ମନ୍ତ୍ରୀ

ଭୁବନେଶ୍ବର: ପୂରା ରାଜ୍ୟର ନଜର ଏବେ ଭରତପୁର କାଣ୍ଡ ଉପରେ । ପ୍ରତି ମିନିଟରେ ଏକ ନୂଆ ମୋଡ ନେଉଛି ଘଟଣା । ଏହି ଘଟଣାରେ କ୍ରାଇମବ୍ରାଞ୍ଜ ତଦନ୍ତ କରୁଥିବା ବେଳେ ଏବେ ଏହା ବିଚାର ବିଭାଗୀୟ ତଦନ୍ତ ପାଇଁ କୋର୍ଯଙ୍କ…

ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି, ଯୁବତୀଙ୍କୁ ବର୍ଷେ ହେଲା ୱାନ ସାଇଡ ଲଭ କରି କରୁଥିଲେ ପ୍ରେମ ନିବେଦନ

ଯାଜପୁର ଟାଉନ : ପଦାରେ ପଡିଲା କନେଷ୍ଟବଳଙ୍କ ୱାନ ସାଇଡ ଲଭର ଗୁମର । ବର୍ଷେ ହେଲା ଯୁବତୀଙ୍କୁ କରୁଥିଲେ ନାକେଦମ । ଜୋର ଜବରଦସ୍ତି କରୁଥୁଲେ ପ୍ରେମ ନିବେଦନ । ଆଉ ରାଜି ନହେଲେ ମାଡ ମାରୁଥିଲେ, ମାନସିକ ନିର୍ଯାତନା…

ଭରତପୁର ଘଟଣା: ଗଣମାଧ୍ୟମରେ ପ୍ରକାଶ ପାଇବନି ସେନା ଅଧିକାରୀ ଓ ବାନ୍ଧବୀଙ୍କ ନାଁ

ଭୁବନେଶ୍ବର: ତେଜିବାରେ ଲାଗିଛି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ମହିଳା ବନ୍ଧୁଙ୍କୁ ନିର୍ଯାତନା ଦେବା ଘଟଣା । ପ୍ରଥମେ ନ୍ୟାୟିକ ତଦନ୍ତ ଆଉ ତା ପରେ ହାଇକୋର୍ଟଙ୍କ ତାଗିତ୍ । ଏହି ଘଟଣାରେ ସେନା ଅଧିକାରୀ ଓ ତାଙ୍କ…

କେଜ୍ରିଓ୍ୱାଲଙ୍କ ପାଇଁ ଆସନ ଖାଲି ରଖିଲେ ଆତିଶୀ, କହିଲେ- ଭରତ ଭଳି କାମ କରିବି

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆତିଶୀ। ସୋମବାର ସଚିବାଳୟରେ ପହଞ୍ଚି ସେ ନିଆରା ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ସେ ଆସନ ଖାଲି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କାର୍ଯ୍ୟାଳୟରେ ଦୁଇଟି ଚୌକି ଲଗାଯାଇଛି।…

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି l ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ l ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ…

ଶେଷ ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସର୍ଭେ

ପୁରୀ: ବିଶ୍ବ ପ୍ରସିଦ୍ଧ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କାମ ଆଜି ଶେଷ ହୋଇଛି। ତିନିଦିନ ପାଇଁ ଏହି କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ଦ୍ବିତୀୟ ଦିନରେ ଏହା ଶେଷ ହୋଇଛି। ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଭିତର…

ଏକଲବ୍ୟ ପୁରସ୍କାର ପାଇବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ

ଭୁବନେଶ୍ବର: ଏକଲବ୍ୟ ପୁରସ୍କାରରେ ସମ୍ମାନିତ ହେବେ ସନ୍ତରଣକାରୀ ପ୍ରତ୍ୟାଶା ରାୟ । ପ୍ରତ୍ୟାଶାଙ୍କୁ ୩୨ ତମ ଏକଲବ୍ୟ ପୁରସ୍କାରର ବିଜେତା ଘୋଷଣା କରିଛନ୍ତି ଜୁରୀ । ଜଣେ ଉଦୀୟମାନ ସନ୍ତରଣକାରୀ ଭାବେ ବହୁ ରେକର୍ଡ ସୃଷ୍ଟି କରିଥିବା ପ୍ରତ୍ୟାଶା ‘ଇମ୍ପାକ୍ଟ’ ପରିଚାଳିତ…

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଚନ୍ଦ୍ରବାବୁଙ୍କୁ ‘ମିଛୁଆ’ କହିଲେ ଜଗନ

ତିରୁପତି ମନ୍ଦିର ଲଡ଼ୁ ମାଛ ତେଲ, ଘୁଷିରି ଓ ଗୋରୁ ଚର୍ବିରୁ ପ୍ରସ୍ତୁତ ହେଉଥିବା ନେଇ ଚାଲିଥିବା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କହିଛନ୍ତି…

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି; ମୟୂରଭଞ୍ଜ ଗସ୍ତ ବାତିଲ୍‌

କେନ୍ଦୁଝର : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଉଡ଼ିପାରିଲା ନାହିଁ ମୁଖ୍ୟମନ୍ତ୍ରୀଙ୍କର ହେଲିକପ୍ଟର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଜିଲ୍ଲା ଗସ୍ତ ବାତିଲ ହୋଇଛି । ସଡ଼କ ପଥରେ ଭୁବନେଶ୍ଵର ଫେରିଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି କେନ୍ଦୁଝର ଜିଲ୍ଲାରେ…

୨ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଅଟକ

ରାଉରକେଲା: ପୁଣି ଲଜ୍ଜା। ରାଉରକେଲାରେ ଦୁଇ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ। ଦୁଇ ନାବାଳିକା ଦୁଇ ଭଉଣୀ ଥିବା କୁହାଯାଉଛି। ବିଶ୍ରା ଛକ ଅଞ୍ଚଳରେ ଏହି ଘଟଣା ଘଟିଛି। ଦୁଇ ନାବାଳିକା ରାଉରକେଲାକୁ ମାର୍କେଟିଂ କରିବାକୁ ବସ ଯୋଗେ ଆସିଥିଲେ। ଗତକାଲି ପ୍ରାୟ…