2024

ଶ୍ୱଶୁରଙ୍କୁ ରଡରେ ପିଟି ହତ୍ୟା

ସ୍ୱାମୀ ନିର୍ଯାତନାରେ ଅତିଷ୍ଠ ପତ୍ନୀ ବାପ ଘର ଚାଲି ଯାଇଥିବା ବେଳେ ଆଉ ଶାଶୁ ଘର ଫେରିବାକୁ ମଙ୍ଗିଲେ ନାହିଁ। ଫଳରେ ପତ୍ନୀଙ୍କୁ ଫେରାଇ ଆଣିବାକୁ ଯାଇଥିବା ପତି ହିତାହିତ ଜ୍ଞାନ ହରାଇ ବସି ଘଟାଇଲେ ତୁମୁଳ କାଣ୍ଡ । ଅତ୍ୟଧିକ…

‘ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁଛନ୍ତି, ନବୀନଙ୍କ ଭଳି ଚୁପ୍ ନାହାନ୍ତି’

ଭୁବନେଶ୍ବର: ଭରତପୁର ଥାନା ଘଟଣାକୁ ନେଇ ଏବେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି କଂଗ୍ରେସ ଦାବି କରିଥିବା ବେଳେ ବିଜେଡି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି । ଖାଲି ସେତିକିରେ କଥା…

ଟ୍ରେନ୍ ଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ପୁଣି ଥରେ ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ହୋଇଛି ଷଡ଼ଯନ୍ତ୍ର। ପଥର ଖଣ୍ଡ, କାଠ ଓ ଲୁହା ପ୍ଲେଟ୍‌ ଏବେ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ପୁଣି ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ…

ମାଛ କରିଦେଲା ଲକ୍ଷପତି, ୯ଟି ମାଛର ଦାମ୍ ୧୫ଲକ୍ଷ ଟଙ୍କା

ଜଳେଶ୍ୱର : ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ମାଛ କରିଦେଲା ଲକ୍ଷପତି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ…

କୋଇଲା ଖଣିରେ ବିସ୍ଫୋରଣ, ୫୧ ମୃତ

ଇରାନର ଏକ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୫୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଇରାନର ଦକ୍ଷିଣ ଖୋରସାନାରେ ଏହି ବିସ୍ଫୋରଣ ହୋଇଛି। ସୂଚନା ଅନୁସାରେ, ମଦଞ୍ଜୋ କମ୍ପାନୀ ଦ୍ୱାରା ପରିଚାଳିତ…

ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା: ୩ ମହିଳା ଗିରଫ

ଜଳେଶ୍ୱର: ସୁଭଦ୍ରା ଯୋଜନା ପାଇଁ ଗଛରେ ବାନ୍ଧି ଅଙ୍ଗନବାଡ଼ି ଦିଦିଙ୍କୁ ମାଡ଼ ଘଟଣା । ୩ ମହିଳାଙ୍କୁ ଗିରଫ କଲା ସିଂଲା ଥାନା ପୋଲିସ । ଘଟଣାରେ ସମ୍ପୃକ୍ତ ୬ଜଣ ଫେରାର୍ ଅଛନ୍ତି । ଗତ ୨୦ରେ ମହାପଦା ଅଙ୍ଗନବାଡ଼ି ଦିଦିଙ୍କୁ…

ତିରୁପତି ଲଡ଼ୁ ବିବାଦ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା

ଘନଉଛି ତିରୁପତି ଲଡ଼ୁ ବିବାଦ। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି ‘ଲଡୁ ପ୍ରସାଦମ୍’ରେ ବ୍ୟବହୃତ ଘିଅରେ ଅମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଚାରିଆଡୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ…

ମହୁମାଛି ଆକ୍ରମଣ; ଜଣେ ମୃତ, ୪ ଗୁରୁତର

କଲବଲ କଲା ମହୁମାଛି ଆକ୍ରମଣ। ଅବସ୍ଥା ଗୁରୁତର ହେବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ବେନ ଗାଁ ବେତିଆପଡ଼ାରେ ଘଟିଛି। ମୃତକ ହେଲେ…

ଭରତପୁର ଥାନା ମାମଲା: ୬ ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଲା ବିଜେଡି

ଭୁବନେଶ୍ବର: ବନ୍ଦ ଡାକରା ଦେବ ବିଜେଡି । ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାର ପ୍ରତିବାଦ କରି ଆସନ୍ତା ୨୪ ତାରିଖ ଅର୍ଥାତ୍ ମଙ୍ଗଳବାର ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରା ଦେବ ବିଜେଡି ।…

ବାଇଡେନ ଦମ୍ପତିଙ୍କୁ ରୁପାର ଟ୍ରେନ୍ ମଡେଲ୍ ଏବଂ କଶ୍ମୀର ସାଲ୍ ଉପହାର ଦେଲେ ମୋଦି

ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କୁ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ମଡେଲ୍ ଦେଇଛନ୍ତି। ଏହି ଟ୍ରେନ୍ ମଡେଲ ପୂର୍ବ ସମୟରେ ପ୍ରଚଳିତ…