ପ୍ରିୟଙ୍କା ଗାନ୍ଧିଙ୍କ ସଦସ୍ୟତାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ଡେବ୍ୟୁ ନିର୍ବାଚନକୁ କୋର୍ଟରେ ଚ୍ୟାଲେଞ୍ଜ। ୱାୟନାଡ ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ବିପୁଳ ଭୋଟରେ ହାରିଥିବା ବିଜେପି ନେତ୍ରୀ ନବ୍ୟା ହରିଦାସ ଉପନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଉପନିର୍ବାଚନ ପାଇଁ…

ଭିଜିଲାନ୍ସ ଜାଲରେ ରାଇଘର ପିଇଓ, କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ଗିରଫ

ଉମରକୋଟ : ଭିଜିଲାନ୍ସ ଜାଲରେ ପିଇଓ । ପ୍ରାୟ କୋଟିଏ ଟଙ୍କା ଆତ୍ମସାତ ଅଭିଯୋଗରେ ରାଇଘର ପିଇଓ ସୁରେନ୍ଦ୍ର ଭତ୍ରା ଗିରଫ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁରେନ୍ଦ୍ର ଭତ୍ରାଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଭିଜିଲାନ୍ସ…

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତି । ଆଜି ସକାଳୁ ସକାଳୁ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା । ତେବେ ବିଜୟ…

ପାନାମା କେନାଲକୁ ନେଇ ଧମକ ଦେଲେ ଟ୍ରମ୍ପ

ବିଶ୍ୱରେ ଚୀନ୍ କ୍ରମାଗତ ଭାବରେ ନିଜର ପ୍ରଭାବ ବଢ଼ାଉଛି। ବର୍ତ୍ତମାନ ଚୀନର ପ୍ରଭାବ ଏତେ ବଢିଯାଇଛି ଯେ ଆମେରିକା ନିଜ ପ୍ରତି ବିପଦ ଅନୁଭବ କରିବା ଆରମ୍ଭ କରିଛି। ତାଇୱାନ ପରେ ଏବେ ପାନାମା କେନାଲ ମଧ୍ୟ ଏକ ପ୍ରସଙ୍ଗ ପାଲଟିଛି…

ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ, ଚାକିରିରୁ ନିଲମ୍ବିତ

ପଦ୍ମପୁର : ମହଙ୍ଗା ପଡ଼ିଲା ରସିକିଆ ପ୍ରାଧ୍ୟାପକଙ୍କ ପ୍ରେମ ନିବେଦନ । ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଚାକିରିରୁ ନିଲମ୍ବିତ ହେଲେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ । ଛାତ୍ରୀଙ୍କୁ ଗାର୍ଲଫ୍ରେଣ୍ଡ ଭାବେ ସମ୍ବୋଧନର ହ୍ବାଟସଅପ ଚାର୍ଟିଂ ଏବେ ସୋସିଆଲ ମିଡିଆରେ ଘୁରି…

ଜାନୁଆରୀ ୧୮ରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା

ଭୁବନେଶ୍ଵର: ଜାନୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଦେଶୀ ପକ୍ଷୀ ଗଣନା । ପ୍ରଥମେ ହୀରାକୁଦ ଡ୍ୟାମରୁ ଆରମ୍ଭ ହେବ ପକ୍ଷୀ ଗଣନା । ଚଳିତ ବର୍ଷ ଅକ୍ଟୋବର ମାସରୁ ବିଦେଶୀ ପକ୍ଷୀ ହୀରାକୁଦ ଡ୍ୟାମକୁ ଆସୁଛନ୍ତି । ଯେଉଁମାନଙ୍କ ସୁରକ୍ଷା…

କୁଏତ୍‌ରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ- ଜୟ ଜଗନ୍ନାଥ

କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ସହ ହାତ ମିଳାଇଲେ ଆଉ କଥା ମଧ୍ୟ ହେଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ…

ଜାହାଜରୁ ୨୨୦ କୋଟି କୋକେନ ଜବତ ଘଟଣା, ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ

ପାରାଦୀପ: ପ୍ରାୟ ବର୍ଷେ ପରେ ସ୍ବଦେଶ ଫେରିବେ ଏମ୍ ଭି ଦେବୀ ସଦସ୍ୟ । ପାରାଦୀପ ବନ୍ଦରର ପିଆଇସିଟି ବର୍ଥରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଭିଏତନାମା ଫେରିବେ ଗିରଫ ଜାହାଜ ଏମ୍ ଭି ଦେବୀର କ୍ରିଉ ମେମ୍ବର ।…

ପହିଲାରୁ ଶ୍ରୀମନ୍ଦିରରେ ଧାଡିରେ ଜଗା ଦର୍ଶନ କରିବେ ଭକ୍ତ

ପୁରୀ: ସରିଲାଣି ପ୍ରାୟ ସମସ୍ତ ପ୍ରସ୍ତୁତି । ନୂଆବର୍ଷ ପହିଲାରୁ ଧାଡିରେ ଶୃଙ୍ଖଳିତ ଭାବେ ଜଗା ଦର୍ଶନ କରିବେ ଶ୍ରଦ୍ଧାଳୁ । ଆସନ୍ତା ୨୮ ତାରିଖ ଭିତରେ ସମସ୍ତ ପରିବର୍ତ୍ତନ ବ୍ୟବସ୍ଥା ସରିବା ବେଳେ ଏହାପରେ ଟ୍ରାଏଲ ଧାଡି ଦର୍ଶନ ହେବ…

ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ

କଂଗ୍ରେସ ମୁଖିଆ ମଲ୍ଲିକାର୍ଜୁନ ଖଡଗେ ରବିବାର କେନ୍ଦ୍ର ସରକାରଙ୍କୁ ନିର୍ବାଚନ ନିୟମ ସଂଶୋଧନ ପ୍ରସଙ୍ଗରେ ତୀବ୍ର ସମାଲୋଚନା କରିଛନ୍ତି। ନିର୍ବାଚନ କମିଶନଙ୍କ ବିଶ୍ୱସନୀୟତାରେ ବୁଝାମଣା କରିବା ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥିତ ଢଙ୍ଗରେ ଷଡ଼ଯନ୍ତ୍ର ଚଳାଇଥିବା ଖଡଗେ କହିଛନ୍ତି। କେନ୍ଦ୍ର ସରକାର…