ଆମେରିକା କୋର୍ଟର ସମନ: ଭାରତ କହିଲା ଅନାବଶ୍ୟକ
ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ଦାଏର କରିଥିବା ଦେୱାନୀ ମାମଲାରେ ଆମେରିକାର ଗୋଟିଏ କୋର୍ଟ ଭାରତକୁ ସମନ କରିଛନ୍ତି। ଏଥିରେ ପନ୍ନୁ ତା’କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଭାରତ ପକ୍ଷରୁ କରାଯାଇଥିବା ଅଭିଯୋଗ କରିଥିଲା। ତେବେ…
