2024

ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁ: ଦୋଷୀକୁ ୨୪ ଘଣ୍ଟା ଭିତରେ ହେପାଜତ ନେବାକୁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ

ଖୋର୍ଦ୍ଧା: ହାଟବରଡିହ ଗାଁର ମାଗା ସୁବୁଦ୍ଧିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ନିର୍ଦ୍ଦେଶ । ଦୋଷୀକୁ ୨୪ ଘଣ୍ଟା ଭିତରେ ପୋଲିସ ହେପାଜତକୁ ନେଇ ଆଇନ୍ ଅନୁଯାୟୀ ପଦକ୍ଷେପ ନେବାକୁ ସ୍ଥାନୀୟ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆଇନମନ୍ତ୍ରୀ। ସୂଚନା ଅନୁସାରେ…

ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିଲେ ପୂର୍ବତନ ପ୍ରିନ୍ସିପାଲ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ବାବଦରେ ଆଉ ଏକ ସତ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ସେ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ସିବିଆଇ କହିଛି।…

ମଇଁଷି ଚରାଉଥିବା ବେଳେ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି : ପୁଣି କେନ୍ଦ୍ରାପଡ଼ା ଜିଲ୍ଲାରେ କୁମ୍ଭୀର ଆତଙ୍କ । ମଇଁଷି ଚରାଉଥିବା ବେଳେ ଜଣକୁ ଟାଣିନେଲା କୁମ୍ଭୀର । କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତି ଜଣକ ଆଳି ଥାନା ଇଚ୍ଛାପୁର ଗାଁର ଅଜାମ୍ବର ନାୟକ । ଖରସୁଆ ନଦୀ କୂଳରେ…

ଏଥର ଦଶମ ଶ୍ରେଣୀ ଷାଣ୍ମାସିକ ପ୍ରଶ୍ନପତ୍ର ଛପାଇବନି ବୋର୍ଡ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଆୟୋଜିତ ହେଉଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଷାଣ୍ମାସିକ ବା ଅର୍ଦ୍ଧବାର୍ଷିକୀ ପରୀକ୍ଷା ଆୟୋଜନ କରିବ ନାହିଁ। ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ତଥା ମାଟ୍ରିକ୍‌ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଦଶମ…

ବିଜେପି କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଅନୀଲ ବିଜ

ଯଦି ହରିଆଣାରେ ବିଜେପି ପୁଣି କ୍ଷମତାକୁ ଆସିବ, ତା’ହେଲେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବି କରିବେ ଦଳର ବରିଷ୍ଠ ନେତା ଅନୀଲ ବିଜ। ସେ ଗତକାଲି ଏ କଥା କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ହରିଆଣା ଦାୟିତ୍ୱରେ ଥିବା…

ବିଦେଶୀ ମଦ ଦୋକାନରେ ଚଢ଼ାଉ, ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ

ଭୁବନେଶ୍ବର : ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ । JCB ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର…

ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି…

ପୁରୀ ଶ୍ରୀନହରରେ ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜାଙ୍କର ୧୪୩୨ ସାଲ ଓ ୬୮ ଅଙ୍କର ପ୍ରବେଶ

ପୁରୀ: ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ଶ୍ରୀମନ୍ଦିରରେ ପାଳିତ…

ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ…

ରାହୁଲ ଗାନ୍ଧିଙ୍କୁ ଦେଶର ୧ନଂ ଆତଙ୍କବାଦୀ କହିଲେ କେନ୍ଦ୍ରମନ୍ତ୍ରୀ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଛନ୍ତି। ଏଥିସହ ରାହୁଲ ଗାନ୍ଧି…