ଏସସିଏସଟି ସଂରକ୍ଷଣକୁ ନେଇ ବିରୋଧୀଙ୍କ ତୁମ୍ବିତୋଫାନ, ଚାଲିପାରିଲା ନାହିଁ ଗୃହକାର୍ଯ୍ୟ
ଭୁବନେଶ୍ୱର : ବିଧାନସଭାରେ ସଂରକ୍ଷଣ ତାତି । ଚାଲିପାରିଲା ନାହିଁ ଗୃହକାର୍ଯ୍ୟ । ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ଓବିସି ଏବଂ ଏସସିଏସଟି ସଂରକ୍ଷଣକୁ ନେଇ ତମ୍ବିତୋଫାନ କରିଛନ୍ତି ବିରୋଧୀ । ଆଜି ଗୃହ ଆରମ୍ଭରୁ ବିରୋଧୀ ଏ ପ୍ରସଙ୍ଗ ଉଠାଇ…
