2024

ବୈତରଣୀ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ

ଯାଜପୁର/ଭଣ୍ଡାରିପୋଖରୀ : ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ନଦୀରେ ବୁଡ଼ି କାଉଡ଼ିଆଙ୍କ ମୃତ୍ୟୁ। ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ। ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ପାଣି ନେବା ପାଇଁ ଆସି ବୁଡ଼ିଗଲେ କାଉଡ଼ିଆ। ମୃତ କାଉଡ଼ିଆ ହେଲେ ଭଣ୍ଡାରିପୋଖରୀ…

‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସମ୍ବଲପୁରୀ ଶାଢୀ, କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ୧୧୨ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ସାରା ଦେଶ ବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି ମୋଦି । ଏବେ ଅଲିମ୍ପିକ ଚାଲିଥିବାରୁ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାରା ଦୁନିଆରେ ପ୍ୟାରିସ୍‌ ଅଲିମ୍ପିକ୍‌କୁ ନେଇ ଚର୍ଚ୍ଚା ବୋଲି କହିଛନ୍ତି…

ତାମିଲନାଡୁ AIADMK କର୍ମୀଙ୍କୁ ହତ୍ୟା

ତାମିଲନାଡୁ AIADMK ପାର୍ଟିର ଜଣେ କର୍ମୀଙ୍କୁ ହତ୍ୟା। ପୁଡୁଚେରୀ ସୀମା କୁଦ୍ଦାଲୋର ଅଞ୍ଚଳରେ ତାଙ୍କୁ ହତ୍ୟା କରା ଯାଇଥିବା ସୂଚନା ମିଳିଛି। ଖବର ମୁତାବକ, ମୃତ AIADMK କର୍ମୀ ହେଉଛନ୍ତି ପଦ୍ମନାଭନ। ସେ ଥିରୁପାପୁଲିୟୁର ଅଞ୍ଚଳରେ ରହିଥିଲେ। ସେଠାରେ ମଧ୍ୟ ତାଙ୍କର…

ଓଡିଶା ଭିତରକୁ ପ୍ରବେଶ କରିଛି ଆଳୁ ଟ୍ରକ, ସ୍ଥିତି ସ୍ବାଭାବିକ ହେବାକୁ ଦିନେ ଦୁଇ ଦିନ ଲାଗିପାରେ

ଭୁବନେଶ୍ୱର: ଦୂର ହେଉଛି ଆଳୁ ସଙ୍କଟ । ଗତକାଲି କିଛି ଆଳୁ ଟ୍ରକ ଓଡିଶା ଭିତରକୁ ପ୍ରବେଶ କରିଥିଲା । ଏବେ ପଶ୍ଚିମବଙ୍ଗରୁ ଟ୍ରକ ଟ୍ରକ ଆଳୁ ଆସି ଓଡିଶାରେ ପହଞ୍ଚିଛି । ଏହି ଟ୍ରକ ସବୁ ଆସି ରାଜ୍ୟର ବିଭିନ୍ନ…

ଝଞ୍ଜାବତୀ ନଦୀରେ ମା’ ଝିଅ ଭାସିଯିବା ଘଟଣା, ମିଳିଲା ନିଖୋଜ ମା’ର ମୃତଦେହ

କୋରାପୁଟ: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଗର୍ଭବତୀ ମା’ ଓ ଝିଅ ଭାସିଯିବା ଘଟଣା । ମିଳିଲା ନିଖୋଜ ମା’ର ମୃତଦେହ । ହେଲେ ଏଯାଏଁ ମିଳିନି ୫ବର୍ଷର ଝିଅର ପତ୍ତା । ଅଗ୍ନିଶମ ବିଭାଗ ଓ ଓଡ୍ରାଫ…

ଦିଲ୍ଲୀରେ ୩ IAS ଆଶାୟୀଙ୍କ ମୃତ୍ୟୁ ଘଟଣା; କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକ ଗିରଫ

ଦିଲ୍ଲୀ IAS କୋଚିଂ ସେଣ୍ଟର ୩ ଜଣ ଆଶାୟୀଙ୍କ ମୃତ୍ୟୁକୁ ନେଇ ମାଲିକ ଓ ସଂଯୋଜକଙ୍କୁ ଗିରଫ କରିଛି ପୁଲିସ। ଆଜି ଦିଲ୍ଲୀ ପୁଲିସ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ ସଂଯୋଜକ ଦେଶପାଲ ସିଂହଙ୍କୁ ଗିରଫ କରିଛି। ଗତଲାକି…

ସରିଲା ଛତିଶଗଡ଼ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର : ଛତିଶଗଡ଼ରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଫଳରେ ଓଡ଼ିଶାର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ବିଶ୍ୱ ଭୂଷଣ ଗତ ବର୍ଷ ଫେବ୍ରୁଆରୀ ୨୩ ତାରିଖରୁ ଛତିଶଗଡ଼ର ରାଜ୍ୟପାଳ…

ଘରେ ଶୋଇଥିବା ବେଳେ ଦମ୍ପତିଙ୍କୁ ହତ୍ୟା

ସମ୍ବଲପୁର: ରେଢାଖୋଲରେ ଚାଞ୍ଚଲ୍ୟ । ବିଳମ୍ୱିତ ରାତିରେ ଘରେ ଶୋଇଥିବା ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା । ରେଢ଼ାଖୋଲ ଥାନା ଅନ୍ତର୍ଗତ ଘରେ ପାଣ୍ଡିରିଶିଳା ଗାଁରେ ଦମ୍ପତିଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ ହୋଇଛି। ଉଭୟେ ସ୍ବାମୀ ସ୍ତ୍ରୀ ନିଜ ଘରେ ଶୋଇଥିବା…

ପୋଲାଭରମ ପାଇଁ ସରକାର କ’ଣ କରୁଛି: ତାରା ବାହିନୀପତି

ଭୁବନେଶ୍ୱର,୨୭।୭: ନୀତି ଆୟୋଗ ବୈଠକକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଓଡିଶାରୁ ୨୦ ଏମ୍‌ପି ଯାଇଛନ୍ତି। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସତନ୍ତ୍ର ପ୍ୟାକେଜ ମାଗନ୍ତୁ…

କୌଣସି ରାଜ୍ୟକୁ ଅବହେଳା କରାଯିବନି: ସତିଶ ଚନ୍ଦ୍ର ଦୁବେ

ଭୁବନେଶ୍ଵର: ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ। ଶନିବାର ସେ ଭୁବନେଶ୍ଵରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପୂର୍ବ ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ବହୁତ ତଫାତ ରହିଛି।…