2024

ବିଲକୁ ନେଇ ରାଜ୍ୟ-ରାଜ୍ୟପାଳ ବିବାଦ; କେନ୍ଦ୍ରକୁ ନୋଟିସ୍ ପଠାଇଲେ ସୁପ୍ରିମକୋର୍ଟ

କେରଳ ଓ ପଶ୍ଚିମବଙ୍ଗ ସରକାର ଏବଂ ସେମାନଙ୍କ ରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ। ବିଧାନସଭାରେ ବିଲ୍ ପାରିତ ହେବା ସତ୍ତ୍ୱେ ରାଜ୍ୟପାଳ ଅନୁମୋଦନ ଦେଉନଥିବା ଅଭିଯୋଗ କରି ଏହି ଦୁଇ ରାଜ୍ୟ ସରକାର…

ଓଡିଶାରେ ହେବ ଆଉ ୨ଟି ନୂଆ ଇଏସଆଇ ହସ୍ପିଟାଲ

ଭୁବନେଶ୍ୱର: ଓଡିଶାରେ ଦୁଇଟି ନୂଆ ଇଏସଆଇ ହସ୍ପିଟାଲ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଦୁଇଟି ଡାକ୍ତରଖାନା କେନ୍ଦୁଝର ଏବଂ ସୋନପୁର ସହରରେ ହେବ। ଏହା ମୁଖ୍ୟତଃ ଶ୍ରମିକ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପକୃତ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ନିର୍ବାଚନ ଜିତିବା ପାଇଁ ହୋଇଥିଲା: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ। ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା। ଗଣେଶ୍ୱର ବେହେରା କହିଛନ୍ତି ସରକାର ବଦଳିବା ପରେ ୩୧୪ ବ୍ଲକର ବିକାଶ କାର୍ଯ ଠପ…

କାରଗିଲ ବିଜୟ ଦିବସରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଆଜି ଭାରତ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ। ୨୫ ବର୍ଷ ତଳେ ଯୁଦ୍ଧଭୂମିରେ ଶତ୍ରୁକୁ ଧୂଳି ଚଟାଇ, ଅସୀମ ଶୌର୍ଯ୍ୟ ଓ ପରାକ୍ରମର ପରିଚୟ ଦେଇଥିଲା ଭାରତୀୟ ସେନା। ଯାହାକୁ ନେଇ ଆଜି ବି ଗର୍ବ କରେ ସାରା…

ବାଲେଶ୍ୱର ସୀମାରୁ ଆଳୁ ଟ୍ରକ ଫେରାଇନେଲା ପଶ୍ଚିମବଙ୍ଗ

ଜଳେଶ୍ବର : ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି ଆଳୁ । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ରପ୍ତାନୀ ବନ୍ଦ ଥିବାରୁ ଦର ବୃଦ୍ଧି ହୋଇଥିବା କୁହାଯାଉଛି । ଜଳେଶ୍ବରର ସୀମାରେ ଅଟକି ରହିଥିଲା ଆଳୁ ବୋଝେଇ ଟ୍ରକ । ସୋନାକଣିଆ…

ନାଚୁ ନାଚୁ ଚାଲିଗଲେ ନୃତ୍ୟ ଗୁରୁ

ଯାଜପୁର: ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ । ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ । ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ…

ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ

ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ ହୋଇ ଯାଇଛି। ନୂଆଦିଲ୍ଲୀର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ପ୍ରଭାତ ଝା ୩ ଥର ରାଜ୍ୟସଭା ସାଂସଦ ଭାବେ ମନୋନୀତ ହୋଇଥିବା…

ପ୍ରବଳ ବର୍ଷିବ, ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ କ୍ଷେତ୍ର । ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମୁହାଁ ହେବ। ଏହା…

ରାଜ୍ୟ ବାହାରେ କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ମଥୁରାରେ ରହିଛି ଦୁଇଟି ପ୍ଲଟ

ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ରାଜ୍ୟ ବାହାରେ ଅମାପ ସମ୍ପତ୍ତି । ବଲାଙ୍ଗୀର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା । ଉତ୍ତରପ୍ରଦେଶ ମଥୁରାରେ ଆଉ ଦୁଇଟି ପ୍ଲଟ ମିଳିଛି…

ବଢୁଛି ଶିଳ୍ପ ସଂସ୍ଥା, ସୃଷ୍ଟି କରିବ ୫ ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାନୁଷ୍ଠାନ ଅଗ୍ରଗତିକୁ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ସଂସ୍ଥା ଦ୍ରୁତ ଗତିରେ ଅଗ୍ରଗତି କରୁଛି ଯାହା ଆଗକୁ ଅଧିକ ନିଯୁକ୍ତି ସୃଷ୍ଟି କରିବ ।…