ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି, ଉଦଘାଟନ କଲେ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଖୋଲିଲା ଧାନ ମଣ୍ଡି ।  ଧାନ ମଣ୍ଡିକୁ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।  ଚଳିତ ବର୍ଷ ମାଲକାନଗିରି ଜିଲ୍ଲାରୁ ୯ ଲକ୍ଷ ୨୪ ହଜାର କୁଇଣ୍ଟାଲ ଧାନ କିଣିବା ଲାଗି…

ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ନେହରୁଙ୍କ ଚିଠି ଫେରସ୍ତ ମାଗିଲା

ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ବହୁ ଚିଠି ଏବେ କଂଗ୍ରେସ ପାଖରେ ଅଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି। । ତେଣୁ ସମସ୍ତ…

ଧନୁ ସଂକ୍ରାନ୍ତି; ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପୁରୀ: ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି । ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ । ଆଜି ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି ।…

ସତ୍ୟେନ୍ଦ୍ର ଜୈନଙ୍କ ଆବେଦନ, ବାଂସୁରୀ ସ୍ୱରାଜଙ୍କୁ କୋର୍ଟଙ୍କ ମାନହାନି ନୋଟିସ୍, ଡିସେମ୍ବର ୨୦ରେ ହେବେ ହାଜର

ବିଜେପି ସାଂସଦ ବାଂସୁରୀ ସ୍ୱରାଜଙ୍କୁ ନୋଟିସ୍ । ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କୁ ଅପରାଧିକ ମାନହାନି ନୋଟିସ ଜାରି କରିଛନ୍ତି । ବାଂସୁରୀଙ୍କ ବିରୋଧରେ ଆମ୍ ଆଦମୀ ପାର୍ଟି ନେତା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସତ୍ୟେନ୍ଦ୍ର ଜୈନ ଏହି…

ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ, କାରରୁ ଜବତ ୧୦ଲକ୍ଷ ଟଙ୍କା ଜବତ ଘଟଣା

ଭୁବନେଶ୍ୱର : ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଯୁଗ୍ମ ନିର୍ଦ୍ଦେଶକ।  ଦାମୀ କାରରୁ ଜବତ ୧୦ଲକ୍ଷ ଟଙ୍କା ଜବତ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କ ସହ IAS ବିଷ୍ଣୁପଦ ସେଠୀଙ୍କ ସମ୍ପର୍କ ନେଇ ଚାଲିଛି ସମୀକ୍ଷା ।  ତଦନ୍ତରେ ଏବେ ସୁଦ୍ଧା ମିଳିଥିବା ତଥ୍ୟକୁ…

ଚେକିଂ ବେଳେ କନଷ୍ଟେବଳଙ୍କ ଉପରେ ମାଡ଼ିଗଲା ଟ୍ରକ୍‌, ଭିତରେ ଥିଲା ୪ କୋଟିର ଡ୍ରଗ୍ସ

ଟ୍ରକ୍‌ରେ ଚାଲାଣ ହେଉଥିଲା ୪ କୋଟି ମୂଲ୍ୟର ଡ୍ରଗ୍ସ । ଖବର ପାଇ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ। ଫେରାର ହେବାକୁ ଉଦ୍ୟମ କରୁଥିବା ଡ୍ରଗ୍ସ ମାଫିଆ ଜଣେ କନଷ୍ଟେବଳଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିବା ବେଳେ ତାଙ୍କର…

ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର

ଡିସେମ୍ବର ୨୫ ରେ ମିଳିବାକୁ ଥିବା ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତିକୁ ସ୍ଥଗିତ ରଖିଲେ ସରକାର ।  ଏବେ ସମ୍ପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇନାହିଁ। ଯାଞ୍ଚ ପ୍ରକ୍ରିୟା ଶେଷ କରିନଥିବା ହିତାଧିକାରୀଙ୍କୁ ସରକାରଙ୍କ ଶେଷ ସୁଯୋଗ ।  E kyc…

ବଢୁଛି ଶୀତ: ରେକର୍ଡ କଲା ରାଜଧାନୀ ରାତି

ଭୁବନେଶ୍ବର: ଗତକାଲି ରାଜଧାନୀ ରାତି ଥିଲା ସବୁଠୁ ଥଣ୍ଡା ରାତି । ଚଳିତ ବର୍ଷର ସବୁଠୁ ଥଣ୍ଡା ରାତି ଭାବେ ୧୦.୯ ଡିଗ୍ରୀ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ବର । ଚଳିତ ଶୀତ ଋତୁରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା…

କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍, ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ୍

ରାଜସ୍ଥାନର ଜୟପୁରର ଗୋପାଳପୁରା ଥିବା ଏକ ଘରୋଇ କୋଚିଂ ସେଣ୍ଟରରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୧୨ରୁ ଅଧିକ ଛାତ୍ରଛାତ୍ରୀ ଅଚେତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଆଇସିୟୁରେ ଭର୍ତ୍ତି…

ଥରୁଛି ଓଡିଶା, ଦୁଇ ଦିନ ପରେ କମିବ ଶୀତ

ଭୁବନେଶ୍ବର: ଏବେ ରାଜ୍ୟରେ ଶୀତର ଲହରି ଜାରି ରହିଛି । ଜାଡରେ ଥରୁଛି ପୂରା ଓଡିଶା । ବିଭିନ୍ନ ସ୍ଥାନରେ ଘନ କୁହୁଡି ସାଙ୍ଗକୁ ଶିଶର ବିନ୍ଦୁ ବରଫରେ ପରିଣତ । ଅସହ୍ୟ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛନ୍ତି । ଆଜି…