‘୧୪ରେ ରତ୍ନଭଣ୍ଡାର ଖୋଲାଯିବା ପ୍ରାୟତଃ ସ୍ପଷ୍ଟ, କେବଳ SOPକୁ ତର୍ଜମା କରାଯିବ’
ଭୁବନେଶ୍ବର : ‘ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା…
