ମାଛ ଧରିବା ବେଳେ ଡିନାମାଇଟ ବିସ୍ପୋରଣ, ମତ୍ସ୍ୟଜୀବୀ ମୃତ
ଦେବଗଡ଼: ରେଙ୍ଗାଳି ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡିନାମାଇଟ ବିସ୍ପୋରଣ ହୋଇଛି। ଏଥିରେ ଜଣେ ମତ୍ସଜୀବୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ଅସନନାଳୀ ଗ୍ରାମର ଶିବ ଧିବରଙ୍କ ପୁଅ କ୍ଷମାନିଧି ଧିବର(୪୩)। ସୂଚନା ଅନୁଯାୟୀ,ତିଲେଇବଣି ବ୍ଲକର…
