ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଲା ବେଲ୍
ମୁମ୍ବାଇ ହିଟ୍ ଆଣ୍ଡ ରନ୍ ଦୁର୍ଘଟଣା ମାମଲାରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଛି ବେଲ୍। ମୁଖ୍ୟ ଅଭିଯୁକ୍ତ ରାଜେଶଙ୍କ ପୁଅ ମିହିର ଶାହ ଫେରାର୍ ଥିବାବେଳେ ସେ ଜାମିନ ପାଇଛନ୍ତି। ଗତକାଲି ମିହିରଙ୍କ…
