2024

ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ; ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ୱଜ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର…

ଭକ୍ତଙ୍କ ମେଳରେ ମହାବାହୁ ! ଶରଧାବାଲି ଅଭିମୁଖେ ଯାତ୍ରା କଲେ ତିନିଠାକୁର

ପୁରୀ : ଏବର୍ଷ ଦୁଇଦିନ ଶ୍ରୀଗୁଣ୍ଡିଚା ପଡୁଥିବାରୁ ଦୁଇଦିନ ରଥଟଣା ହେବ | ଆଜି ବଡ଼ଠାକୁରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ…

ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି : ପ୍ରଭୁଙ୍କ କରୁଣା ଭିକ୍ଷା କଲେ

ପୁରୀ,୭/୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଉପସ୍ଥିତ ଥିଲେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମହାବାହୁଙ୍କୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି…

ଏଠି ରାଜା ହଉଛନ୍ତି ସେବକ : ବିଶ୍ବକୁ ମହାନ ବାର୍ତ୍ତା ଦିଏ ଓଡ଼ିଶା

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସବୁବର୍ଷ ପରି ଓଡ଼ିଶା ସାରା ବିଶ୍ବକୁ ଦେଇଛି ଗଣତନ୍ତ୍ରର ମହାନ ବାର୍ତ୍ତା । ମହାପ୍ରଭୁଙ୍କ ପ୍ରଥମ ସେବକ ହେଉଛନ୍ତି ଉତ୍କଳର ଗଜପତି ମହାରାଜା | ଉତ୍କଳର ମହାରାଜା ଆଜି ହାତରେ ଝାଡୁଧରି ରଥରେ ଛେରାପହଁରା…

 ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ରଥାରୂଢ଼ ହେଲେ ଚତୁର୍ଦ୍ଧାମୂରତି

ପୁରୀ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ଲାଗି ପୁରା ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ମହାପ୍ରଭୁଙ୍କ…

ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ଉତ୍କଳମଣିଙ୍କ ଅବଦାନ ଅବିସ୍ମରଣୀୟ – ରାଷ୍ଟ୍ରପତି

ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଜଣେ ବ୍ୟକ୍ତି କେତେ…

ଏବର୍ଷ ଲାଗିବ ୫ କୋଟି ଚାରା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ‘ଏକ ପେଡ୍‌ ମା କେ ନାମ’ ଅଭିଯାନରେ ସାମିଲ ହେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ସେହି ଫଟୋ ଅପ୍‌ଲୋଡ କରିବାକୁ ଯେଉଁ ଆହ୍ବାନ…

ବଡ଼ଦାଣ୍ଡର ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ପ୍ରଥମେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଛନ୍ତି। ତାପରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ। ନିଜେ ମୁଖ୍ୟମନ୍ତ୍ରୀ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର…

‘ରତ୍ନ ଭଣ୍ଡାର ଖୋଲିବା ନେଇ ୯ରେ ନିଷ୍ପତ୍ତି, ଡୁପ୍ଲିକେଟ ଚାବିରେ ନ ଖୋଲିଲେ ତାଲା ଭଙ୍ଗାଯିବ’

ପୁରୀ : ରତ୍ନଭଣ୍ଡାର କେବେ ଖୋଲାଯିବ, ସେନେଇ ୯ ତାରିଖରେ ନିଷ୍ପତ୍ତି ନିଆଯିବ। ସେହିପରି ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାରର ତାଲା ନଖୋଲିଲେ, ତାହାକୁ ଭାଙ୍ଗି ଦିଆଯିବ। ନବ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ପରେ ଆଜି ଏହି ସୂଚନା…

ବିଶ୍ଵର ସର୍ବବୃହତ ରଥ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲା ଶିଆଳି ଦୌଡ଼ି

କେନ୍ଦୁଝର : କେନ୍ଦୁଝର ନନ୍ଦିଘୋଷ ରଥ ଶିଆଳି ଦୌଡିରେ ଟଣା ଯିବାର ନିଆରା ପରମ୍ପରା ରହିଛି। ଆସନ୍ତାକାଲି ରଥଯାତ୍ରା ଥିବାରୁ ଆଜି ଶିଆଳି ଦୌଡି ବଡ଼ଦାଣ୍ଡରେ ପହଞ୍ଚିଛି। ଭୂୟାଁ ସଂପ୍ରଦାୟର ଚାରି ପିଢର ଭୂୟାଁ ସର୍ଦ୍ଦାରଙ୍କ ନେତୃତ୍ଵରେ ଭୂୟାଁମାନେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ…