ଚନ୍ଦ୍ରଭାଗା ଉପକୂଳରେ ଘଡ଼ିଆଳ କୁମ୍ଭୀର, ଧରିବା ପାଇଁ ସ୍ବତନ୍ତ୍ର ଟିମ୍
ଗୋପ : କୁମ୍ଭୀର ଧରିବା ପାଇଁ ସ୍ବତନ୍ତ୍ର ଟିମ୍ । କୋଣାର୍କ – ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି । କୁମ୍ଭୀର ଧରିବା ପାଇଁ ପୁରୀ ଜିଲ୍ଲା ବନବିଭାଗ ଅଧିକାରୀ ସମେତ ବନକର୍ମଚାରୀ ଓ ନନ୍ଦନକାନନରୁ ସ୍ୱତନ୍ତ୍ର…
