ପେପର୍ ଲିକ୍ ବିବାଦ ମଧ୍ୟରେ NEET-UG କାଉନସେଲିଂ ସ୍ଥଗିତ
ନୂଆଦିଲ୍ଲୀ : ସ୍ଥଗିତ ରହିଲା NEET-UG କାଉନସେଲିଂ। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା…
