ଭୁବନେଶ୍ୱରରେ ଜଷ୍ଟିସ୍ ଅରିଜିତ୍ ପଶାୟତ, କହିଲେ- ୮ରେ ଖୋଲି ନ ପାରେ ରତ୍ନ ଭଣ୍ଡାର
ଭୁବନେଶ୍ବର : ‘ ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ଉକ୍ତ ଦିନ ରଥ ଯାତ୍ରା ଥିବାରୁ ରତ୍ନ ଭଣ୍ଡାର ଖୋଲାଯିବା ସମ୍ଭାବନା କମ୍ । ଯେବେ ସରକାର ନିଷ୍ପତ୍ତି ନେବେ, ସେବେ ଖୋଲାଯିବ । ରତ୍ନଭଣ୍ଡାର ଯାଞ୍ଚ…
