୫ ବର୍ଷରେ ପ୍ରଥମ: ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮ ଓ ୯ ଦୁଇ ଦିନ ଧରି ରୁଷ ଗସ୍ତରେ ଯିବେ। ସେଠାରେ ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରକାରର ସମ୍ପର୍କର…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮ ଓ ୯ ଦୁଇ ଦିନ ଧରି ରୁଷ ଗସ୍ତରେ ଯିବେ। ସେଠାରେ ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ। ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରକାରର ସମ୍ପର୍କର…
ପୁରୀ : ଆଜି ହେଉଛି ଆଷାଢ ଶୁକ୍ଳ ତ୍ରୟୋଦଶୀ ବା ଅଣସରର ତ୍ରୟୋଦଶୀ ତିଥି। ଏହି ତିଥିରେ ମହାପ୍ରଭୁଙ୍କୁ ଘଣା ଓ ଖଳି ଲାଗି ନୀତି ହୋଇଛି। ଘଣ୍ଟ, ଛତ୍ରୀ ଓ କାହାଳୀ ସହ ଖଳି ପ୍ରସାଦ ସୁଦ୍ଧ ସୁଆରଙ୍କ ଘରଠାରୁ…
ଔପଦା : ଜନ୍ମଦିନ ଭୋଜିରେ ହୋଇଥିଲା କଳି। ଆଉ ସେହି କଳି ଉଗ୍ର ରୂପ ଧାରଣ କରିଥିଲା। ୩ ଜଣଙ୍କୁ ପିଟିପିଟି ମାରିଦେଲେ! ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ରବିବାର ଏହି ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ଔପଦା…
ରାଞ୍ଚି: ଝାଡଖଣ୍ଡରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଜମି ଦୁର୍ନୀତିରେ ଜାମିନରେ ଆସିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ସବୁ କଳ୍ପନାଜଳ୍ପନାର ଅନ୍ତଘଟାଇ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଇସ୍ତଫା ଦେଇଛନ୍ତି।…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମାମଲା ନେଇ ଆବେଦନ କରିଥିବା ବ୍ୟକ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ କଡ଼ା ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ଘୋଷଣା କରାଯିବାକୁ ଦାବି କରି ଦାଖଲ ହୋଇଥିବା ଆବେଦନକୁ…
ଭୁବନେଶ୍ବର: ରାଜ୍ୟରେ ଏଇ ୫ ଦିନ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା…
ଖୋର୍ଦ୍ଧା : କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟର କୋଠରୀ ମଧ୍ୟରେ ନିସ୍ତୁକ ମାଡ଼ ଅଭିଯୋଗ । ମାଡ଼ ମାରିଛନ୍ତି କଲେଜର ପରିଚଳନା କମିଟି ସଭାପତି ଏବଂ ଅଧ୍ୟାପକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ବଢିଲା। ଇଡି ଆବେଦନ ଉପରେ ଆଜି ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୧୨କୁ ବୃଦ୍ଧି କରିଛନ୍ତି। ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଅର୍ଥ…
ଯାଜପୁର: ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନା ଏସଆଇ। ବିଂଝାରପୁର ଥାନା ଏସଆଇ କେଶବ ଚନ୍ଦ୍ର ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବିଞ୍ଝାରପୁର ସ୍ଥିତ ସରକାରୀ କ୍ୱାଟରରୁ…
ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ଜ୍ୱରରୁ ସୁସ୍ଥ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ । ମହାପ୍ରଭୁଙ୍କ ସୁସ୍ଥ ଖବର ନେଇ ରାଜ ପ୍ରସାଦରେ ପହଞ୍ଚି ଲେ ସେବାୟତ। ସୁସ୍ଥ ଖବର ନେଇ ମହାରାଜାଙ୍କୁ ଜଣାଇଲେ ସେବାୟତ । ଶ୍ରୀଜିଉଙ୍କ ଅସୁସ୍ଥ…