ବିଏସଏନଏଲ ସର୍ଭରରୁ ଲକ୍ଷାଧିକ ଉପଭୋକ୍ତାଙ୍କ ଡାଟା ନେଇଗଲେ ସାଇବର ଅପରାଧୀ
ନୂଆଦିଲ୍ଲୀ: ଆଜିର ସମୟରେ, ଲୋକଙ୍କ ତଥ୍ୟ ଲିକ୍ କରିବା ଅତି ସହଜ ହୋଇଛି | ହ୍ୟାକରମାନେ ଜାଣିଶୁଣି ଲୋକଙ୍କ ତଥ୍ୟକୁ ସହଜରେ ଚୋରି କରିନେଉଛନ୍ତି | ତେବେ ସରକାରଙ୍କ ଅଧୀନରେ ଥିବା ଏକ ଅନୁଷ୍ଠାନରୁ ଅତ୍ୟଧିକ ସମ୍ବେଦନଶୀଳ ଟେଲିକମ୍ ତଥ୍ୟ ଚୋରି…
