2024

କେରଳ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ଝୁଲିପଡ଼ିଲେ ଓଡ଼ିଆ ଛାତ୍ରୀ

ଭୁବନେଶ୍ବର/ବରଗଡ଼: କେରଳର କାସରଗଡ଼ସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରେ ଅଧୟନରତ ଜଣେ ଓଡ଼ିଆ ଛାତ୍ରୀ ଶିକ୍ଷାନୁଷ୍ଠାନର ଛାତ୍ରାବାସରେ ଝୁଲିପଡ଼ିଛନ୍ତି। ମୃତ ଛାତ୍ରୀ ହେଲେ ରୁବି ପଟେଲ (୨୭)। ସେ ପିଏଚ୍‌ଡି ଛାତ୍ରୀ ଥିଲେ। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ…

ଦିନକ ଭିତରେ ବିଜେଡି ଛାଡ଼ିଲେଣି ଦୁଇ ବିଧାୟକଙ୍କ ସମେତ ୬ ଜଣ, ଶଙ୍ଖ ଫୁଙ୍କିବେନି ରମେଶ ସାଏ

ଭୁବନେଶ୍ବର/ଆଠମଲ୍ଲିକ: ଜଣକ ପରେ ଜଣେ ବିଜେଡି ନେତା ଦଳ ଛାଡୁଛନ୍ତି। ଧୀରେଧୀରେ ବିଜେଡିରେ ବିଦ୍ରୋହ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୨୭ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିରେ ବିଦ୍ରୋହର ତୀବ୍ର ହେବାରେ ଲାଗିଛି।…

ସରକାର ସ୍ଥିର କରନ୍ତୁ ପାଣ୍ଡିଆନ ନେତା ନା ଅଫିସର: ସିଏମଓରୁ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ବର : ଓଡ଼ିଶା ବୋଧହୁଏ ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଜଣେ ବ୍ୟକ୍ତି ଉଭୟ ଅଫିସର ଓ ନେତା ଭୂମିକାରେ ଅଛନ୍ତି। ଓଡ଼ିଶାରେ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ଚାଲିଛି। ବିଜେଡି ନେତା ଭିକେ ପାଣ୍ଡିଆନ ସର୍ବସମ୍ମୁଖରେ ରାଜନୀତିକ…

୧୬କୁ ଘୁଞ୍ଚିଲା ବ୍ଲାକରୋଜ୍ ମାମଲାର ପରବର୍ତ୍ତୀ ଶୁଣାଣି

କଟକ : ଆସନ୍ତା ୧୬ ତାରିଖକୁ ଘୁଞ୍ଚିଲା ବହୁଚର୍ଚ୍ଚିତ ବ୍ଲାକରୋଜ୍ ମାମଲାର ଶୁଣାଣି। ପାରାଦୀପ ନିକଟରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଶୁଣାଣି ଆସନ୍ତା ୧୬ ତାରିଖକୁ ଘୁଞ୍ଚିଛି। ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାରେ…

ବିଜେଡି ଛାଡ଼ିଲେ ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା; ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : ବିଜେଡି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ଉପ ବାଚସ୍ପତି ରାମଚନ୍ଦ୍ର ପଣ୍ଡା। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।…

ଶିକାରୀ କ୍ୟାମ୍ପ ଠାବ, ମାରଣାସ୍ତ୍ର ସହ ସମ୍ବର ମୁଣ୍ଡ ଓ ମାଂସ ଜବତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବନ ବିଭାଗକୁ ବଡ଼ ସଫଳତା। ସୁଡୃକୁମ୍ପା ରେଞ୍ଜର ଡଙ୍ଗା ସରଂକ୍ଷିତ ଜଙ୍ଗଲରୁ ୭ ଜଣିଆ ଶିକାରୀ ଗ୍ୟାଙ୍ଗ ସହ କ୍ୟାମ୍ପକୁ ଠାବ କରିଛି ବନବିଭାଗ। ସେଇ କ୍ୟାମ୍ପରୁ ଶିକାରୀଙ୍କ ସରଞ୍ଜାମ ସହିତ ମୃତ ସମ୍ୱରର…

ପ୍ରବଳ ଖରା: ବଲାଙ୍ଗିରରେ ବଦଳିଲା ସକାଳୁଆ ସ୍କୁଲ ସମୟ

ବଲାଙ୍ଗିର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସ୍କୁଲ୍‌ଗୁଡ଼ିକୁ ସକାଳୁଆ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ସକାଳୁଆ ହେଉଛି। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ…

ସ୍କୁଲରେ ପାଣି ପିଇବାକୁ ବାଜିବ ଘଣ୍ଟି

ଭୁବନେଶ୍ବର : ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ବାଜିବ ଘଣ୍ଟି। ଜଳ ବିରତି ଘଣ୍ଟି ବଜାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନେଇଛି ନିଷ୍ପତ୍ତି। ଏନେଇ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଗୋଷ୍ଠୀ…

ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ନୂଆଦିଲ୍ଲୀ : ଦିନକୁ ଦିନ ରାଜ୍ୟରେ ବଢ଼ି ଚାଲିଛି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଆଜି ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ମାଲକାନଗିରି ଓ ବୌଦ୍ଧରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା…

ରେକର୍ଡ ଭାଙ୍ଗିଲା ସୁନା ଦର, ୭୦,୦୦୦ ଟପିଲା ଦାମ୍‌

ନୂଆଦିଲ୍ଲୀ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଲଗାତର ସୁନାର ଦାମ୍‌ ବୃଦ୍ଧି ଜାରି ରହିଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି। ୭୦,୦୦୦ ଟପିଛି ଏହାର ଦାମ୍‌। ଏମସିଏକ୍ସର ଫ୍ୟୁଚର ବଜାରରେ…