2024

ଜଟଣୀରୁ ସ୍ବାଧୀନ ଭାବେ ଲଢିବେ ସୁରଙ୍କ ବଡ଼ପୁଅ !

ଭୁବନେଶ୍ୱର,୩୦।୩: ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ପରିବାରରେ ପୁଣି ଟ୍ବିଷ୍ଟ ଆସିଛି। ବୁଧବାର ସାନପୁଅ ମନ୍ମଥ ରାଉତରାୟ ବିଜେଡିର ଭୁବନେଶ୍ବର ଲୋକ ସଭା ଟିକେଟ୍‌ ପାଇବାବେଳେ ସୁର ରାଉତରାୟ କଂଗ୍ରେସର ସବୁ ପଦ ପଦବୀରୁ ଇସ୍ତଫା ଦେଇଛନ୍ତି। ଯାହାକୁ ନେଇ…

ଏପ୍ରିଲ ପହିଲାରୁ ହେବ ବଡ଼ ପରିବର୍ତ୍ତନ, ବଦଳିଯିବ ଏସବୁ ନିୟମ

ଭୁବନେଶ୍ୱର,୩୦ା୩: ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ପହିଲାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ। ତେବେ ଏହି ପହିଲାରୁ ଦେଶରେ ବଦଳିବାକୁ ଯାଉଛି ଅନେକ ନିୟମ। ଏଥିରେ ପାନ୍‌ କାର୍ଡ, ଆଧାର ଏବଂ ଡେବିଟ୍‌ କାର୍ଡ…

ବିଜେଡି ଛାଡ଼ିଲେ ସିନେ ତାରକା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଏବେ ଆକାଶ ଦାସ ନାୟକ ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି…

ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜୀବ। ଏପରିିକି…

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ; ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ ପୂର୍ବାହ୍ନ ୭ଟାରୁ ୧୧ଟା ୩୦ ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ପରିବର୍ତ୍ତିତ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଜାରି ରହିବ। ଏନେଇ ବିଦ୍ୟାଳୟ…

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ, ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା…

ସମ୍ବଲପୁରରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବୁ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ସେତିକି ଆସୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ…

ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁରକ୍ଷା ପ୍ରତ୍ୟାହାର ଦାବିରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ବର : ବିଜେଡିର ଅଘୋଷିତ ମୁଖିଆ ଭିକେ ପାଣ୍ଡିଆନଙ୍କଠୁ ଅନାବଶ୍ୟକ ସୁବିଧା ପ୍ରତ୍ୟାହାର କରାଯାଉ ବୋଲି ବିଜେପି ଦାବି କରିଛି । ଏନେଇ ଳିଖିତ ଭାବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ଏହାସହିତ ସରକାରୀ ‘ଲକ୍ଷ୍ମୀ’ ବସରେ…

ତାତିରେ ସିଝିଲା ପୂରା ରାଜ୍ୟ ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ବର : ତାତିରେ ସିଝିଲା ପୂରା ରାଜ୍ୟ! ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମାଲକାନଗିରି ପାଲଟିଛି ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା…

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ!

ବଲାଙ୍ଗୀର : ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଟାଉନ୍‌ରୁ। ମୃତକ ହେଉଛି ଖୁଜେନପାଲିଗାଁର ୩୦ ବର୍ଷୀୟ ଯୁବକ ତ୍ରିନାଥ ବକୁଲ। ତ୍ରିନାଥ ବକୁଲ ବଲାଙ୍ଗିର ଟାଉନ୍‌କୁ ଆସିଥିଲେ। ମାର୍କେଟିଂ ସାରି…