2024

କେଜ୍ରିୱାଲଙ୍କ ସମ୍ପର୍କରେ ବୟାନ ଦେଲା ଆମେରିକା, କୂଟନୀତିଜ୍ଞଙ୍କୁ ଡାକି ଅସନ୍ତୋଷ ଝାଡ଼ିଲା ଭାରତ

ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସପକ୍ଷରେ ଆମେରିକା ବୟାନ ଦେବା ଘଟଣାକୁ ଭାରତ ସରକାର ସହଜରେ ହଜମ କରି ପାରି ନାହାନ୍ତି। କେଜ୍ରିୱାଲଙ୍କ କ୍ଷେତ୍ରରେ ନିରପେକ୍ଷ ଓ ଦ୍ରୁତ ନ୍ୟାୟିକ ପ୍ରକ୍ରିୟା ଆପଣା ଯାଉ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର…

କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍, ୫ ବନ୍ଧୁକ ଜବତ, ୨ ଗିରଫ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଭୁବନେଶ୍ବର କମିଶନରେଟ ପୋଲିସ ହାତରେ ବଡ଼ ବନ୍ଧୁକ ରାକେଟ୍ । ୫ ଟି ସେମି ଅଟୋମେଟିକ ବନ୍ଧୁକ ସହ ୨୪ ରାଉଣ୍ଡ ଗୁଳି ଜବତ। 7. 65 ଏମଏମର ୪ ଟି ବନ୍ଧୁକ ଓ ୨୦…

କଂଗ୍ରେସର ସୁପ୍ରିୟା ଓ ବିଜେପିର ଦିଲୀପଙ୍କୁ ଇସି ନୋଟିସ

ଭାରତୀୟ ନିର୍ବାଚନ କମିଶନ ଆଜି କଂଗ୍ରେସର ସୁପ୍ରିୟା ଶ୍ରୀନେତ ଓ ବିଜେପିର ଦିଲୀପ ଘୋଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ସୁପ୍ରିୟା ବିଜେପିର ମଣ୍ଡି ଲୋକସଭା ଆସନର ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ଓ ଦିଲୀପ ଘୋଷ ପଶ୍ଚିମବଙ୍ଗ…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ଵର: ସବୁ ଅପେକ୍ଷାର ହେଲା ଅନ୍ତ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କଲା ବିଜେଡି । ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପାର୍ଥୀ ତାଲିକା ଘୋଷଣା କରିଛନ୍ତି…

ମୋ ସ୍ୱାମୀ ୨୮ରେ ସବୁ ସତର ପର୍ଦ୍ଦାଫାସ କରିବେ : କେଜ୍ରିୱାଲଙ୍କ ପତ୍ନୀ

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ଦ୍ୱାରା ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯେ ମାର୍ଚ୍ଚ ୨୮ ଅର୍ଥାତ ଆସନ୍ତାକାଲି କେଜ୍ରିୱାଲ ତଥାକଥିତ ଅବକାରୀ ନୀତି…

କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ସୁର ରାଉତରାୟ

ଭୁବନେଶ୍ବର: କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ । କଂଗ୍ରେସର ସମସ୍ତ ପଦ ପଦବୀ ଛାଡିବା ପରେ ମଧ୍ୟ ସେ ଦଳରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ…

ମହୁଆ ମୋଇତ୍ର ଓ ଦର୍ଶନ ହୀରାନନ୍ଦାନିଙ୍କୁ ସମନ ପଠାଇଲା ଇଡି

ଟିଏମସି ନେତ୍ରୀ ମହୁଆ ମୋଇତ୍ର ଓ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନନି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମନ କରିଛି। ବିଦେଶ ମୁଦ୍ରା ପରିଚାଳନା ଆଇନ ଉଲ୍ଲଙ୍ଘନ ମାମଲାରେ ଇଡି ଗୋଟିଏ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଏହି ମାମଲାରେ ଏବେ ଉଭୟଙ୍କୁ ୨୮…

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ମାଲକାନଗିରି : ପୋଲିସ୍- ମାଓବାଦୀ ଗୁଳି ବିନିମୟ । ୬ ମାଓବାଦୀ ନିହତ । ମାଲକାନଗିରି ସୀମାନ୍ତ ଛତିଗଡର ବିଜାପୁର ଜିଲ୍ଲା ବାସାଗୁଡା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ । ପୋଲିସ୍ ଏନକାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ…

ପତ୍ନୀଙ୍କୁ ‘ସେକେଣ୍ଡ ହ୍ୟାଣ୍ଡ’ କହିବା ମହଙ୍ଗା ପଡ଼ିଲା, ସ୍ୱାମୀ ଦେବେ ୩ କୋଟି କ୍ଷତିପୂରଣ

ଆମେରିକାରେ ରହି ଭାରତରେ ଛାଡ଼ପତ୍ର ପାଇଁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଘରୋଇ ହିଂସା ମହିଳାଙ୍କ ଆତ୍ମସମ୍ମାନକୁ କ୍ଷତି ପହଞ୍ଚାଇଛି। ସେହିପରି ହନିମୁନ ବେଳେ ପତ୍ନୀଙ୍କୁ ସେକେଣ୍ଡ ହ୍ୟାଣ୍ଡ କହିବା ଶାରୀରିକ ଦୁର୍ବବ୍ୟବହାର ସହ…

ଶଙ୍ଖ ଧରିଲେ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ବର: ଦୀର୍ଘ ଦିନ ଧରି ଚର୍ଚ୍ଚାର ଅନ୍ତ ଘଟିଲା । ଶଙ୍ଖ ଧରିଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ । ଆଜି ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହେଲେ ମନ୍ମଥ ।…