2024

ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହୋଇଥିବା ବେଳେ ଆଗାମୀ ମାସରେ ଉଭୟ ନିର୍ବାଚନ ପାଇଁ କଂଗ୍ରେସ ଦଳ ପ୍ରାର୍ଥୀ ଘୋଷଣା କରିବାକୁ ପ୍ରସ୍ତୁତି ଚଳାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ଶରତ…

ଛାତ୍ରଛାତ୍ରୀଙ୍କ ପାଇଁ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ବିଜେଡି ସୁପ୍ରିମୋ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଛାତ୍ରଙ୍କ ପାଇଁ ବିଜେଡି ଇସ୍ତାହାର ଆଣିବ। ବିଜେଡି ତା’ର ଇସ୍ତାହାରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଘୋଷଣା କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତାହାର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି କହିଛି ଯେ, ଦଳ…

‘ଖେଲା ହୋବେ’ର ଜନକ ବନାମ ଜଷ୍ଟିସ ଗଙ୍ଗୋପାଧ୍ୟାୟ

କୋଲକାତା : ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିର ଖେଲା ହୋବେ ନାରା ଓ ଗୀତ ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା। ଏହି ଗୀତ ଲେଖିଥିବା ଯୁବକଙ୍କୁ ଟିଏମସି ଏବେ ଲୋକସଭା ଟିକେଟ ଦେଇଛି। ସେ ହେଉଛନ୍ତି ଟିଏମସି ସୋଶାଲ…

ସପ୍ତାହକ ମଧ୍ୟରେ ଆମେରିକାରେ ତାଜା କ୍ଷୀର ଲଞ୍ଚ କରିବ ଅମୁଲ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଅମୁଲ୍‌ ତାଜା କ୍ଷୀର ଭାରତ ବାହାରେ ଉପଲବ୍ଧ ହେବ ଏବଂ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେସନ୍‌ (ଜିସିଏମ୍‌ଏମ୍‌ଏଫ୍‌) ଭାରତୀୟ ପ୍ରବାସୀ ଏବଂ ଏସୀୟ ଜନସଂଖ୍ୟାକୁ ସେବା ଯୋଗାଇବା ପାଇଁ ଏକ ସପ୍ତାହ ମଧ୍ୟରେ ଆମେରିକା…

ପାଣି ଅପଚୟ କରି ଜରିମାନା ଦେଲେ ବେଙ୍ଗାଲୁରୁର ୨୨ ପରିବାର

ବେଙ୍ଗାଲୁରୁ : ନିକଟରେ ଘୋର ପାଣି ସଙ୍କଟର ସମ୍ମୁଖୀନ ହେଉଛନ୍ତି ବେଙ୍ଗାଲୁରୁବାସୀ। ଏହାରି ମଧ୍ୟରେ କିଛି ପରିବାର ପାଣି ଅପଚୟ କରିବା ଅଭିଯୋଗରେ ଜରିମାନା ଦେଇଛନ୍ତି। ବେଙ୍ଗାଲୁରୁ କର୍ତ୍ତୃପକ୍ଷ ୨୨ଟି ପରିବାର ଉପରେ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଲାଗୁ…

ପିଓକେ ଲୋକେ ଭାରତ ସହିତ ମିଶ୍ରଣ ଚାହୁଁଛନ୍ତି, ଆକ୍ରମଣ କରିବାର ଆବଶ୍ୟକତା ନାହିଁ : କହିଲେ ରାଜନାଥ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ର ଭାରତ ସହିତ ମିଶ୍ରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଆମକୁ ଆକ୍ରମଣ କରିବା ଏବଂ ଦଖଲ କରିବାର କୌଣସି ଆବଶ୍ୟକତା ନାହିଁ, କାରଣ…

ତେଲେଙ୍ଗାନା ଫୋନ୍‌ ଟ୍ୟାପିଂ ମାମଲା: ଅଭିଯୁକ୍ତ ନମ୍ବର ୧ ହେଲେ ପୂର୍ବତନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ

ହାଇଦ୍ରାବାଦ: ତେଲେଙ୍ଗାନା ଗୁଇନ୍ଦା ବ୍ୟୁରୋର ପୂର୍ବତନ ମୁଖ୍ୟ ଟି ପ୍ରଭାକର ରାଓଙ୍କୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ଫୋନ୍‌ ଟ୍ୟାପିଂ ମାମଲାରେ ଅଭିଯୁକ୍ତ ନମ୍ବର ୧ ଭାବେ ନାମିତ କରାଯାଇଛି। କେ ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ପୂର୍ବ…

ଜିଦ୍ ଛାଡି ଭାରତ ସହିତ କଥାବାର୍ତ୍ତା କର: ମଇଜ୍ଜୁଙ୍କୁ ପୂର୍ବତନ ରାଷ୍ଟ୍ରପତିଙ୍କ ପରାମର୍ଶ

ମାଲେ: ଚୀନ୍ ସମର୍ଥକ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମଇଜ୍ଜୁଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ଯୋଗୁଁ ବର୍ତ୍ତମାନ ଦେଶର ଅବସ୍ଥା ବିଗିଡିବାରେ ଲାଗିଛି। ମାଳଦ୍ୱୀପ ଉପରେ ଋଣ ଭାର ବଢୁଛି ଏବଂ ଏଥିରୁ ଦେଶକୁ ସୁରକ୍ଷା ଦେବାରେ ମଇଜ୍ଜୁ କୌଣସି ଉପଯୁକ୍ତ ପଦକ୍ଷେପ…

ଯାଜପୁରର ଚର୍ଚ୍ଚିତ ୟୁଟ୍ୟୁବର ଫେରାର୍‌, ଦୁଇ ଦିନ ହେଲା ଖୋଜୁଛି ବନ ବିଭାଗ

ଯାଜପୁର : କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଇଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଓ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋଶାଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ଏଥିପାଇଁ…

ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର : ନନ୍ଦନକାନନରେ ନୂଆ ଅତିଥି। ଆଜି ରେୱା ସିଂହୀ ୩ଟି ଛୁଆକୁ ଜନ୍ମ ଦେଇଛି। ୩ଟି ଯାକ ସିଂହ ଛୁଆ ଅଣ୍ଡିରା ହୋଇଥିବା ସୂଚନା ମିଳିଛି। ତେବେ ଜନ୍ମ ଦେବା ପରେ ମାଆ ସିଂହୀ ରେୱା ୩ ଛୁଆଙ୍କୁ ଛାଡ଼ି…