2024

ବିଦେଶରେ ଚାକିରି ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିଲେ; ଏବେ ସଂସ୍ଥାରେ ଝୁଲୁଛି ତାଲା

ଭୁବନେଶ୍ବର :ବମିଖାଲରେ ଅଫିସ ଖୋଲି ବିଦେଶରେ ଚାକିରି କରାଇଦେବାର ସ୍ୱପ୍ନ ଦେଖାଇଲେ। ଏଥିପାଇଁ ଯୁବବର୍ଗଙ୍କୁ ଟାର୍ଗେଟ କଲେ। ବିଦେଶରେ ଚାକିରି କରିବା ନିମନ୍ତେ ବାହାର ରାଜ୍ୟର ବହୁ ଯୁବକ ନିଜ ଘରର ଜିନିଷ ବିକି, ଧାରକରଜ କରି ଟଙ୍କା ଦେବାକୁ ଲାଗିଲେ।…

ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ଆଉ ୬ ଓଏଏସ୍ ଅଫିସରଙ୍କ ବଦଳି

ଭୁବନେଶ୍ବର : ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଆଉ ୬ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନରେ ସଦସ୍ୟ…

ପୁଣି ସୁରକ୍ଷା ବ୍ୟବସ୍ଥା ଢିଲା: ଶ୍ରୀମନ୍ଦିରରେ ପଶିଲେ ବିଦେଶିନୀ

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ବାହାରେ ଓ ଭିତରେ ଶହଶହ ପୋଲିସ ନିୟୋଜିତ ଥିବା ବେଳେ ଶନିବାର ପୂର୍ବାହ୍ନରେ ଜଣେ ବିଦେଶୀ ମହିଳା ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ସେବାୟତମାନଙ୍କଠାରୁ…

ଅବକାରୀ କର୍ମଚାରୀଙ୍କୁ ପିଟିଲେ ନିଶା ମାଫିଆ, ଉଦ୍ଧାର କଲା ପୁଲିସ୍‌

ଆଠଗଡ଼ : ଦେଶୀ ଭାଟିରେ ଚଢ଼ଉ ପାଇଁ ଯାଇଥିଲେ ଅବକାରୀ ବିଭାଗ। ହେଲେ ନିଶା ମାଫିଆଙ୍କ ଆକ୍ରମଣରେ ଶିକାର ହେଲେ। ଭାଟିରେ ଚଢ଼ଉ ବେଳେ ଅବକାରୀ କର୍ମଚାରୀଙ୍କୁ ନୁର୍ଦ୍ଧୁମ୍‌ ପିଟିଲେ ନିଶା ମାଫିଆ। ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ଖୁଣ୍ଟୁଣୀ…

ଚଳନ୍ତା ଟ୍ରକ୍‌ରେ ପିଟିହେଲା ବାଇକ୍; ୩ ମୃତ

ଯାଜପୁର : ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଚଳନ୍ତା ଟ୍ରକ୍ ପଛରେ ବାଇକ୍ ପିଟି ହେବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି…

ଭୁବନେଶ୍ବରରେ ବ୍ରାଉନ ସୁଗାର ବିକୁଥିଲେ ଦୁଇ ଶିକ୍ଷିତ ଯୁବତୀ!

ଭୁବନେଶ୍ବର : ଉଚ୍ଚ ଶିକ୍ଷିତ ଓ ପ୍ରାଇଭେଟ୍‌ କମ୍ପାନୀରେ ଚାକିରି କରୁଥିଲେ। ହେଲେ ପେଶା ସେମାନଙ୍କର ଥିଲା ଧଳାଜହର କାରବାର। ରାଜଧାନୀରେ ଘର ଭଡ଼ା ନେଇ ଦୀର୍ଘଦିନ ଧରି ଏହି ବେପାର ଚଳାଇଥିଲେ ଦୁଇ ଯୁବତୀ। ହେଲେ କମିଶନରେଟ୍‌ ପୁଲିସ୍‌ ପଞ୍ଝାରେ…

ବିଷାକ୍ତ ମଦ ପିଇ ୨୧ ମୃତ

ନୂଆଦିଲ୍ଲୀ : ବିଷାକ୍ତ ମଦ ପିଇ ଯାଉଛି ଜଣକ ପରେ ଜଣଙ୍କ ଜୀବନ। ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଥିବା ସୂଚନା ମିଳିଛି। ପଞ୍ଜାବ ସାଙ୍ଗରୁର ଜିଲ୍ଲାରୁ ଆସିଛି ଏପରି ଖବର। ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ)ଙ୍କ କହିବା ଅନୁଯାୟୀ, ଇଥାନଲ ମିଶ୍ରିତ…

ଭିନ୍ନ ଧର୍ମର ଲୋକଙ୍କୁ ଜମି ବିକ୍ରି କରିବା ଉପରେ ରୋକ ଲଗାଇଲେ ଆସାମ ସରକାର

ନୂଆଦିଲ୍ଲୀ,୨୩।୩: ସାମୟିକ ସମୟ ପାଇଁ ଭିନ୍ନ ଧର୍ମର ଲୋକଙ୍କୁ ଜମି ବିକ୍ରି କରିବା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର। ଭିନ୍ନ ଧର୍ମର ବ୍ୟକ୍ତିବିଶେଷଙ୍କୁ ଜମି ବିକ୍ରି ପାଇଁ ରାଜ୍ୟ ସରକାର ଦେଉଥିବା ଏନଓସି କୁ ସାମୟିକ ଭାବେ ବନ୍ଦ କରି…

ଅରବିନ୍ଦ କେଜ୍‌ରିଓ୍ବାଲ ଗିରଫ ହେବା ପଛରେ ବିଜେପି ନୁହେଁ ବରଂ କଂଗ୍ରେସ ବଡ଼ ହାତ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମନି ଲଣ୍ଡରିଂ ଆଇନ୍‌(ପିଏମ୍‌ଏଲ୍‌ଏ) ଅନୁଯାୟୀ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ମାର୍ଚ୍ଚ ୨୬ ଯାଏ ଇଡି ରିମାଣ୍ଡରେ ପଠାଇଛି। ଏହାକୁ ସମସ୍ତ ବିରୋଧୀ ଦଳ ଗଣତନ୍ତ୍ରର ହତ୍ୟା ବୋଲି ଅବିହିତ କରୁଛନ୍ତି। ଏପରିକି…

ଗୁଜରାଟରେ ଭାଜପାକୁ ଡବଲ ଝଟ୍‌କା

ଗାନ୍ଧିନଗର,୨୩।୩: ଗୁଜୁରାଟରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଗୋଟିଏ ପରେ ଗୋଟିଏ ବଡ ଝଟ୍‌କା ଲାଗିଛି। ସାବରକାଂଠ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭିକାଜୀ ଠାକୁର ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରି ଦେଇଛନ୍ତି। ଏଥି ସହ ଭଦୋଦରାରୁ ଭାଜପା…