2024

ଗଭୀରଜଳରେ ସମସ୍ୟାର ସମାଧାନ କରିବ ରୋବଟ୍‌: ଏନ୍‌ଆଇଟି ଷ୍ଟାର୍ଟଅପ୍‌ ‘କୋରାସିଆ ଟୋକ୍ନୋଲୋଜି’ର କୃତିତ୍ବ

ରାଉରକେଲା: ପୂର୍ବରୁ ଗଭୀର ପାଣି ଭିତରେ ଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନିରୀକ୍ଷଣ, ସମୀକ୍ଷା ସମ୍ଭବ ହେଉନଥିଲା। ଏବେ କିନ୍ତୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜି ବାହାର କରିଛି ରାଉରକେଲା ଏନ୍‌ଆଇଟିର ଷ୍ଟାର୍ଟ‌୍ଅପ୍‌ ‘କୋରାସିଆ ଟେକ୍ନୋଲଜି’। ଏହି କମ୍ପାନି ମାନବବିହୀନ…

ପୁରୀ ଲୋକସଭା ଓ ବିଧାନସଭା ଅଙ୍କ ଛିଣ୍ଡୁନି ! ମହାପ୍ରଭୁଙ୍କ ଶରଣ ପଶିଲେ ବିଜେଡ଼ି ନେତା !!

ପୁରୀ : ବିଜେଡି ଅଙ୍କ ଛିଡ଼ି ପାରୁନି! ତେଣୁ ମହାପ୍ରଭୁଙ୍କ ଶରଣ ପଶିଲେ ବିଜେଡି ନେତା। ପୁରୀ ଲୋକସଭା ନିର୍ବାଚନମଣ୍ଡଳୀର ବିଧାୟକ, ପୂର୍ବତନ ବିଧାୟକ, ଆଶାୟୀ ଓ ଜିଲ୍ଲାର ବରିଷ୍ଠ ବିଜେଡି କର୍ମକର୍ତ୍ତାମାନେ ମହାପ୍ରଭୁଙ୍କୁ ଦର୍ଶନ କରି ମନର କଥା କହିଛନ୍ତି।…

ରାସ୍ତା ନାହିଁ, ଭାରରେ ବୁହା ହେଲେ ଗର୍ଭବତୀ

କନ୍ଧମାଳ : ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଜନନୀ ଯନ୍ତ୍ରଣାର ନଗ୍ନଚିତ୍ର ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଜଣେ ଗର୍ଭବତୀଙ୍କୁ ଭାର ସାହାଯ୍ୟରେ ପାଖାପାଖି ୩ କିଲୋମିଟର ଯାଏ ବୋହି ନେବାକୁ ପରିବାର ଲୋକେ ବାଧ୍ୟ ହୋଇଛନ୍ତି। ଘଟଣାଟି ଘଟିଛି ଦାରିଙ୍ଗବାଡ଼ି…

ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବ୍ରହ୍ମପୁର : ଗୋଟିଏ ପରିବାରର ୫ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଦୌରା ଜିଲ୍ଲାଜଜ୍-୧ଙ୍କ କୋର୍ଟ। ୨୦୧୩ରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର ଗାଁରେ ଘଟିଥିବା ଏକ ଡବଲ ମର୍ଡର ମାମଲାରେ କୋର୍ଟ ଆଜି ଏହି ରାୟ…

ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ

ଭୁବନେଶ୍ବର : ଅଦିନିଆ ମେଘ ଗଲା। ଏବେ ବଢିବ ତାତି! ଅସମ୍ଭାଳ ହେବ ସ୍ଥିତି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରାରେ ୮ରୁ ୧୦ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ତଥା ଆଭ୍ୟନ୍ତରୀଣ…

ହୋଲି ପରେ କଂଗ୍ରେସର ପ୍ରାର୍ଥୀ ଘୋଷଣା: ଏଆଇସିସିର ଓଡ଼ିଶାର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

ନୂଆଦିଲ୍ଲୀ: ଓଡ଼ିଶାରେ ବିଜେଡି-ବିଜେପି ସାମ୍ଭବ୍ୟ ମେଣ୍ଟ ଚର୍ଚ୍ଚା ଭିତରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସଂପାଦକ କେ.ସି. ବେଣୁଗୋପାଳ ରାଜ୍ୟର ଲୋକସଭା ଓ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀ ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ‌ସମୀକ୍ଷା…

ଓଡ଼ିଶାର ୨ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ

ଭୁବନେଶ୍ୱର: ଓଡ଼ିଶାର ୨ ଜଣ ଏସପି ଓ ଜଣେ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ | ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଏସପି । କଟକ ଗ୍ରାମାଞ୍ଚଳ ଏସପିଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ । ସାଧାରଣ…

ବିଜେଡି ସୁପ୍ରିମୋଙ୍କ ଫଟୋଯୁକ୍ତ ହୋର୍ଡିଂ ତୁରନ୍ତ ହଟାଯାଉ, ଫେରାଦ ହେଲା ବିଜେପି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ରାଜ୍ୟର ଶାସକ ଦଳ ଏହାକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋଯୁକ୍ତ ସରକାରୀ ହୋର୍ଡିଂ ତୁରନ୍ତ ହଟାଇବାକୁ ବିଜେପି ଦାବି…

କେଉଁ ରାଜନୀତିକ ଦଳକୁ କିଏ ଦେଇଛନ୍ତି ଚାନ୍ଦା? କ୍ରମିକ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଏସ୍‌ବିଆଇ

ନୂଆଦିଲ୍ଲୀ : ବାରମ୍ବାର ସୁପ୍ରିମକୋର୍ଟଙ୍କ ଠାରୁ ଗାଳି ଖାଇବା ପରେ ଚେତିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଆଜି ଏସ୍‌ବିଆଇ ପକ୍ଷରୁ କ୍ରମିକ ସଂଖ୍ୟା ସହ ନିର୍ବାଚନ ବଣ୍ଡର ବିସ୍ତୃତ ତଥ୍ୟ ନିର୍ବାଚନ…

ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ପୂର୍ବତନ ରାଜ୍ୟପାଳ ତାମିଲିସାଇଙ୍କୁ ମିଳିଲା ଟିକେଟ୍‌

ଚେନ୍ନାଇ : ଆଗାମୀ ଲୋକସଭା ନିର୍ବାଚନ ପାଇଁ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି। ତାମଲନାଡୁର ୯ଟି ଆସନ ପାଇଁ ଦଳ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ନିକଟରେ ତେଲଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା…