2024

‘କଂଗ୍ରେସର ସମସ୍ତ ଆକାଉଣ୍ଟ ଫ୍ରିଜ, ଟ୍ରେନ୍‌ ଟିକେଟ୍‌ କିଣିବାକୁ ବି ଟଙ୍କା ନାହିଁ’

ନୂଆଦିଲ୍ଲୀ : କଂଗ୍ରେସର ସମସ୍ତ ଆକାଉଣ୍ଟକୁ କରାଯାଇଛି ଫ୍ରିଜ୍। ଗଣତନ୍ତ୍ର ଉପରେ ଏହା ଆକ୍ରମଣ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଆକାଉଣ୍ଟକୁ ଜାଣିଶୁଣି ଫ୍ରିଜ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଅସୁର ଶକ୍ତି ବିରୋଧରେ…

ପଡୋଶୀ ହତ୍ୟା କରିଥିବା ଦୁଇପିଲାଙ୍କ ଆସିଲା ବ୍ୟବଚ୍ଛେଦ ରିପୋର୍ଟ

ବଦାୟୁଁ: ଗତମଙ୍ଗଳବାର ଉତ୍ତରପ୍ରଦେଶର ବଦାୟୁଁରେ ପଡୋଶୀ ଘରକୁ ଯାଇ ଜଣେ ଯୁବକ ଟଙ୍କା ମାଗିବା ବାହାନାରେ ତିନିଭାଇଙ୍କ ଉପରେ ଆକ୍ରମଣ କରିଥିଲା। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଏହି ଘଟଣା…

ହୋଲି ପୂର୍ବରୁ ରେଲୱେର ଉପହାର: ଯାତ୍ରୀ ଭଡ଼ା ହେଲା ଶସ୍ତା

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର ଆସିଛି। ହୋଲି ପୂର୍ବରୁ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କୁ ଉପହାର ପ୍ରଦାନ କରଯାଇଛି। ରେଲୱେ ପକ୍ଷରୁ ଯାତ୍ରୀ ଭଡ଼ା ୪୦ରୁ ୫୦ ପ୍ରତିଶତ ଶସ୍ତା ହୋଇଥିବା ନେଇ ଘୋଷଣା କରାଯାଇଛି। ଉତ୍ତର ରେଲୱେ ପକ୍ଷରୁ ଟିକେଟ…

ଶାନ୍ତି ପ୍ରସ୍ତାବ ଦେଲେ ମୋଦୀ: ପୁଟିନ୍‌ଙ୍କ ପରେ ଏବେ ଜେଲେନସ୍କିଙ୍କ ସହ ଫୋନରେ ହେଲେ କଥା

ନୂଆଦିଲ୍ଲୀ: ପିଏମ ମୋଦୀ ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ । ଯୁଦ୍ଧକୁ ଶୀଘ୍ର ଶେଷ କରିବାକୁ…

କେନ୍ଦ୍ରକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କର

ନୂଆଦିଲ୍ଲୀ :ନିର୍ବଚନ ଆଦର୍ଶ ଆଚରଣ ବିଧି ବା କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହୋଇ ସାରିଥିବାରୁ ରାଜନୈତିକ ଦଳ ଉପରେ କଡା ନଜର ରଖିଛନ୍ତି ଇଲେକ୍ସନ କମିଶନ। ଏହିପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କୁ ଏତ ନୋଟିସ୍ ଏକ ପଠାଇଛନ୍ତି। ହ୍ୱାଟ୍ସଆପରେ ‘ବିକଶିତ ଭାରତ’…

କଂଗ୍ରେସକୁ ପଙ୍ଗୁ କରି ଦେବାକୁ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ମୋଦି – ସୋନିଆ

ନୂଆଦିଲ୍ଲୀ :ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଏବେ ପାଣ୍ଠି ଚିନ୍ତା ଘାରିଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ତଦନ୍ତକାରୀ ସଂସ୍ଥା କଂଗ୍ରେସର ସବୁ ଆକାଉଣ୍ଟକୁ ଫ୍ରିଜ କରି ଦେଇଥିବା ଦଳ ଅଭିଯୋଗ କରିଛି। ଏହାକୁ ନେଇ ରାଜନୀତିକ ହଟଚମଟ…

କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ମିଳିଲାନି ଗିରଫଦାରୀରୁ ସୁରକ୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍‌କା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀରୁ ମିଳିଲାନି ଆଗୁଆ ସୁରକ୍ଷା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଇଡି କେଜ୍ରିଓ୍ୱାଲଙ୍କୁ ୯ମ ଥର ପାଇଁ ସମନ ଜାରି କରି ଆଜି ଡକାଇଥିଲା। ତେବେ ହାଜର ନହୋଇ…

କାଲିଠାରୁ ପାଗରେ ପରିବର୍ତ୍ତନ, ୮ ରୁ ୧୦ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ବର:ଦୁଇ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ଆସନ୍ତାକାଲିଠାରୁ ବଦଳିବ ପାଗ। ଆସନ୍ତାକାଲିଠାରୁ ୨୪ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି…

୪୦ ଟଙ୍କା ପାଇଁ ଦୋକାନୀଙ୍କୁ ହତ୍ୟା

ଭଦ୍ରକ : ଗ୍ରାହକଙ୍କ ମାଡ଼ରେ ଦୋକାନୀର ଚାଲିଗଲା ଜୀବନ । ଗ୍ରାହକଙ୍କୁ ସଉଦା ବିକ୍ରି କରିଥିଲେ ହେଲେ ସେହି ସଉଦା ବିକ୍ରି ତାଙ୍କର ଶେଷ ବିକ୍ରି ହୋଇଗଲା । କାରଣ ସାମାନ୍ୟ ୪୦ ଟଙ୍କା ପାଇଁ ତାଙ୍କର ଜୀବନ ନେଇଗଲେ ଗ୍ରାହକ…

ବିଜେଡିରେ ଯୋଗ ଦେଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ୱର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ବିଜେଡିରେ ଯୋଗ ଦେଇଛନ୍ତି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ । ଗତକାଲି କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ ଅଧିରାଜ । ଶତାଧିକ ସମର୍ଥକଙ୍କ ସହ…