ସଦଗୁରୁ ଜଗି ବାସୁଦେବଙ୍କର ହେଲା ମସ୍ତିଷ୍କ ସର୍ଜରୀ
ଦିଲ୍ଲୀରେ ଥିବା ଆପୋଲୋ ହସ୍ପିଟାଲରେ ଲୋକପ୍ରିୟ ଧର୍ମଗୁରୁ ସଦଗୁରୁ ଜଗି ବାସୁଦେବଙ୍କର ହଠାତ୍ ମସ୍ତିଷ୍କ ସର୍ଜରୀ ହୋଇଛି। ପ୍ରଥମେ ତାଙ୍କ ମସ୍ତିଷ୍କରେ ଫୁଲା ସହ ରକ୍ତସ୍ରାବ ହେଉଥିବା ଜଣାପଡ଼ିଥିଲା। ମାର୍ଚ୍ଚ ୧୭ରେ ଏହା ଜଣାପଡ଼ିବା ପରେ ସଦଗୁରୁଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିଲା।…
