ଗାଡି ଚଳାଉଥିବା ବେଳେ ହାର୍ଟ ଆଟାକ୍, ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ
ଗାଡି ଚଳାଉଥିବା ବେଳେ ଡ୍ରାଇଭର୍ଙ୍କୁ ହେଲା ହାର୍ଟ ଆଟାକ୍। ନିୟନ୍ତ୍ରଣ ହରାଇଲା ବୋଲେରୋ। ଦ୍ରୁତଗତିରେ ଆସି ଶୋଭଯାତ୍ରାରେ ଯାଉଥିବା ଲୋକଙ୍କ ଉପରେ ମାଡିଗଲା। ଫଳରେ ଘଟଣା ସ୍ଥଳରେ ଆଖି ବୁଜିଲେ ଦୁଇ ଜଣ। ଏଭଳି କିଛି ଭୟଙ୍କର ଦୁର୍ଘଟଣା ଘଟିଛି ରାଜସ୍ଥାନର…
