2024

ଆଇଟିଆଇ ଛାତରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ

ରାଉରକେଲା: ଝିରପାଣି ଥାନା ଅନ୍ତର୍ଗତ ଜଗଦାସ୍ଥ ଏକ ଘରୋଇ ଆଇଟିଆଇ ଛାତରୁ ପଡ଼ି ଜଣେ ଛାତ୍ର ମୃତ୍ୟୁ ହୋଇଛି। ମୃତକ ହେଲେ ଝାରଖଣ୍ଡ ବାଉଁଶଜୋରର ଅତୁଲିୟାନ ଜୋଜୋ (୨୨। ସେ ଆଇ ଟି ଆଇ ଫିଟର ଟ୍ରେଡ଼ର ପ୍ରଥମ ବର୍ଷର ଛାତ୍ର।…

ଗାଁକୁ ରାସ୍ତା ନାହିଁ, ଯନ୍ତ୍ରଣାରେ ଛଟପଟ ହୋଇ ଚାଲିଗଲା ଗର୍ଭବତୀଙ୍କ ଜୀବନ

କନ୍ଧମାଳ : ବିପର୍ଯ୍ୟସ୍ତ ରାସ୍ତାର ସାଂଘାତିକ ପରିଣାମ ସାମ୍ନାକୁ ଆସିଛି। ଗାଁକୁ ଭଲ ରାସ୍ତା ନଥିବାରୁ ଯନ୍ତ୍ରଣାରେ ଛଟପଟ ହୋଇ ଚାଲି ଯାଇଛି ଜଣେ ଗର୍ଭବତୀଙ୍କ ଜୀବନ। ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣା ଅନୁଭବ କରୁଥିଲେ ହେଁ ତାଙ୍କୁ ଠିକଣା ସମୟରେ…

ସ୍କୁଲରେ ଝାଡ଼ା ବାନ୍ତି, ୨୨ ଜଣ ଛାତ୍ରୀ ଆକ୍ରାନ୍ତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ସାଲୋହୀ ଆଶ୍ରମ ବିଦ୍ୟାଳୟରେ ଝାଡ଼ା ବାନ୍ତିର ଆତଙ୍କ। ୪ ଦିନ ହେବ ଝାଡ଼ା,ବାନ୍ତିରେ ୨୨ ଜଣ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ମାନଙ୍କୁ କେଶାଇବାହାଲ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସା…

ରାଜ୍ୟ ବାହାରେ ନାବାଳିକାଙ୍କୁ ବନ୍ଧକ ଘଟଣା: ବନ୍ଧା ହେଲେ ଦାଦନ ସର୍ଦ୍ଦାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ସୁଲେକେଲା ଗାଁର ଜଣେ ନାବାଳିକାଙ୍କୁ ତେଲଙ୍ଗାନାରେ ବନ୍ଧକ ରଖିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାର ଅଭିଯୁକ୍ତ ଦାଦନ ସର୍ଦ୍ଦାରଙ୍କୁ ବେଲପଡ଼ା ପୁଲିସ ଆଜି ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ଜେଲରୁ ବିଚାରାଧୀନ କଏଦୀ ଫେରାର

ଯାଜପୁର : ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା…

ଖୋଲିବ ୧୮ଟି ଡିଗ୍ରୀ କଲେଜ, ଆସନ୍ତା ସପ୍ତାହରେ ୧ ହଜାର ୫୬ ଜଣ ଅଧ୍ୟାପକଙ୍କ ନିଯୁକ୍ତି: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଆହୁରି ୧୮ଟି ସରକାରୀ ଡିଗ୍ରୀ କଲେଜ ପ୍ରତିଷ୍ଠା ହେବ। ଚଳିତ ଶିକ୍ଷାବର୍ଷଠାରୁ ଏହି ଡିଗ୍ରୀ ‌କଲେଜଗୁଡ଼ିକ କାର୍ଯ୍ୟକ୍ଷମ ହେବ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ଟି ଅଧ୍ୟକ୍ଷ…

ବଢ଼ିଲା ମାଟ୍ରନ୍‌ଙ୍କ ପାରିଶ୍ରମିକ

ଭୁବନେଶ୍ବର: ରାଜ୍ୟ ସରକାର ଜନଜାତି ଛାତ୍ରୀ ନିବାସ ମାଟ୍ରନ୍‌ମାନଙ୍କର ଗୁହାରି ଶୁଣିଛନ୍ତି। ଏଣିକି ମାଟ୍ରନ୍‌ମାନେ ମାସିକ ୧୦ ହଜାର ଟଙ୍କା ବଦଳରେ ୧୫ ହଜାର ପାଇବେ। କାର୍ଯ୍ୟରତ ସମୟରେ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ପାଇବେ।…

ବର୍ଷିଲେ ଅମିତ ଶାହ, କହିଲେ- ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ

ନୂଆଦିଲ୍ଲୀ : ‘ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହିତ କରୁଛି। ଇଣ୍ଡି ଆଲାଏନ୍ସ ଅର୍ଥ ୭ ପରିବାରବାଦୀ ଦଳ। ଏମାନଙ୍କ ଦଳରେ ଗଣତନ୍ତ୍ର ନାହିଁ, ତେଣୁ ଦେଶରେ ଗଣତନ୍ତ୍ର କିପରି ହେବ?’ ଆଜି ଏଭଳି କିଛି କହି…

ଆଉ ଜଣେ ଛାତ୍ର ନିଖୋଜ, NEET ପାଇଁ ନେଉଥିଲେ କୋଚିଂ

କୋଟା : ଥମୁନି ଛାତ୍ର ନିଖୋଜ ଘଟଣା। ରାଜସ୍ଥାନର କୋଟାରେ ରହି NEET ପାଇଁ ପ୍ରସ୍ତୁତି କରୁଥିବା ଆଉ ଜଣେ କୋଚିଂ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଜ ହେଷ୍ଟେଲରୁ କୋଚିଂ ପାଇଁ ବାହାରିଥିବା ବେଳେ ସେ ଆଉ ଫେରି ନାହାନ୍ତି। ଗତ…

ସବୁ ହିନ୍ଦୁ ବିଜେପିକୁ ଭୋଟ ଦିଅନ୍ତି ନାହିଁ: ପ୍ରଶାନ୍ତ କିଶୋର

ପାଟନା: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ହିନ୍ଦୁ ଏବଂ ସନାତନ ଭୋଟରଙ୍କ ବିଷୟରେ କହୁଥିବା ଦେଖାଯାଉଛି | ସେ ଏହି ଭିଡିଓରେ କହିଛନ୍ତି ଯେ ସମସ୍ତ…