୧୬ରେ ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗା ବୁଡ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ପୁରୀ: ଆସନ୍ତା ୧୬ ତାରିଖରେ ପବିତ୍ର ମାଘ ସପ୍ତମୀ । ମାଘ ସପ୍ତମୀ ଅବସରରେ ରହିଛି ଚନ୍ଦ୍ରଭାଗା ବୁଡର ପରମ୍ପରା । ପ୍ରତ୍ୟୁଷରୁ ଭକ୍ତମାନେ ଉଠି ପବିତ୍ର ଚନ୍ଦ୍ରଭାଗା ମହୋଦଧୀରେ ବୁଡ ପକେଇବେ । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି…
