2024

ସମାଜବାଦୀ ପାର୍ଟିର ମହାସଚିବ ପଦ ଛାଡ଼ିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବିନା ପଦବୀରେ ମଧ୍ୟ ସେ ଦଳ ପାଇଁ କାମ ଜାରି ରଖିବେ ବୋଲି କହିଛନ୍ତି। ସପା ମୁଖ୍ୟଙ୍କୁ ପଠାଯାଇଥିବା ଏକ ଚିଠିରେ ମୌର୍ଯ୍ୟ…

‘ଦାବି ପୂରଣ ନହେବା ଯାଏଁ ହଟିବୁନି, ଆଣିଛୁ ୬ ମାସର ରାସନ’

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ ହୋଇଛି। ପ୍ରାୟ ୨୦ ହଜାର ଚାଷୀ ଦିଲ୍ଲୀ ଅଭିମୁଖେ ମାଡି ଆସୁଛନ୍ତି। ୨୫୦୦ ଟ୍ରାକ୍ଟର ରାଲି କରି ହରିଆଣା ଓ ପଞ୍ଜାବର ବିଭିନ୍ନ ଚାଷୀ…

ବିଜେପିରେ ମିଶିଲେ ଅଶୋକ ଚୌହାନ

ମୁମ୍ବାଇ : ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଜୋରଦାର ଝଟ୍‌କା। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଆଜି ବିଜେପିରେ ସାମିଲ ହୋଇଛନ୍ତି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।…

ସ୍ଥିତି ଅଣାୟତ୍ତ, ବ୍ୟାରିକେଡ୍‌ ଭାଙ୍ଗିବା ସହ ପଥରମାଡ଼ କଲେ ଚାଷୀ

ନୂଆଦିଲ୍ଲୀ : ବିଭିନ୍ନ ଦାବି ନେଇ ଆଜିଠୁ ଆରମ୍ଭ ହୋଇଛି ଚାଷୀ ଆନ୍ଦୋଳନ ୨.୦। ପଞ୍ଜାବ ଓ ହରିଆଣାର ବିଭିନ୍ନ ଚାଷୀ ସଙ୍ଗଠନ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। ଏହାରି ଭିତରେ ପଞ୍ଜାବ-ହରିଆଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ ହୋଇଛି। ପୁଲିସ…

କଂଗ୍ରେସକୁ କହିଲା ଆପ୍‌- ନେଲେ ନିଅ ନ ହେଲେ ନାହିଁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ବିରୋଧୀ ଇଣ୍ଡିଆ ମେଣ୍ଟ ଠାରୁ ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳ ସେତିକି ଦୂରେଇ ଯାଉଛନ୍ତି। ମମତା ବାନାର୍ଜୀ, ନୀତୀଶ କୁମାର ଏବଂ ଜୟନ୍ତ ଚୌଧୁରୀଙ୍କ ଝଟ୍‌କା ପରେ ଏବେ ଅରବିନ୍ଦ…

ବିଲକୁ ଖସି ପଡ଼ିଲା ବାୟୁସେନାର ଲଢ଼ୁଆ ବିମାନ

କୋଲକାତା : ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ। ଦୁର୍ଘଟଣାଗ୍ରସ୍ତ ହୋଇ ଏହା ଏକ ବିଲକୁ ଖସି ପଡିଛି। ପଶ୍ଚିମବଙ୍ଗର ମିଦନାପୁର ସ୍ଥିତ କଲାଇକୁଣ୍ଡା ଏୟାରବେସ୍‌ ନିକଟରେ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଟ୍ରେନିଂ ବେଳେ ଖଡ଼ଗପୁର ଥାନା ଦିଆସା…

ରାଜ୍ୟସଭା ପାଇଁ ୨ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେଡି

ଭୁବନେଶ୍ବର: ଆଜି ରାଜ୍ୟସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେଡ଼ି। ୨ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିଜେଡ଼ି। ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ବାରବାଟୀ- କଟକର ପୂର୍ବତନ ବିଧାୟ ହେଉଛନ୍ତି ଦେବାଶିଷ।…

ରାଜ୍ୟ କ୍ୟାବିନେଟ୍ : ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୨ଟି ଝୋଟ ତିଆରି ବ୍ୟାଗ ସାଙ୍ଗକୁ ୧୦୦୦ ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ବଡ ଘୋଷଣା କରାଯାଇଛି। ଖାଦ୍ୟ ସୁରକ୍ଷା…

ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପିର ତିନି ବରିଷ୍ଠ ନେତା

ଭୁବନେଶ୍ୱର : ଶିବରାଜ ସିଂ ଚୌହାନଙ୍କ ଠୁ ଆରମ୍ଭ କରି ଜେ ପି ନଡ୍ଡା।ନୀତିନ ଗଡ଼କରୀଙ୍କ ଠୁ ରାଜନାଥ ସିଂ। ବିଜେପିର କେନ୍ଦ୍ରୀୟ ଟିମ୍ ଏବେ ଓଡ଼ିଶା ପାଇଁ ଚଲେଇଛି ଗୋଟି ଚାଳନା। ୨୪ ନିର୍ବାଚନ ପାଇଁ ଏବେଠୁ ଅଣ୍ଟା ଭିଡିଲାଣି…

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି, ରାଏ ବରେଲୀରୁ ଲଢ଼ିବେ ପ୍ରିୟଙ୍କା!

କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଶିବିରରୁ ବଡ଼ ଖବର ସାମ୍ନାକୁ ଆସିଛି। ଆଉ ଲୋକସଭା ନିର୍ବାଚନ ଲଢ଼ି ନ ପାରନ୍ତି ଦଳର ହାଇକମାଣ୍ଡ ସୋନିଆ ଗାନ୍ଧି। ତଥାପି ସେ ସକ୍ରିୟ ରାଜନୀତିରେ ରହିବେ। ସେ ରାଜସ୍ଥାନରୁ ରାଜ୍ୟସଭା ଯିବେ…