2024

ଖୋଲିଗଲା ସେଫ୍ଟି ବେଲ୍ଟ: ପର୍ଯ୍ୟଟକ ମୃତ, ପାଇଲଟ ଗିରଫ

ପାରାଗ୍ଲାଇଡିଂ ବେଳେ ଖୋଲିଗଲା ସେଫ୍ଟି ବେଲ୍ଟ। ୨୫୦ ମିଟର ଉଚ୍ଚତାରୁ ତଳେ ପଡି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଘଟିଛି ଏଭଳି କିଛି ଦୁର୍ଘଟଣା। ଏହି ଘଟଣାରେ ପାରାଗ୍ଲାଇଡିଂ ପାଇଲଟକୁ ଗିରଫ କରାଯାଇଛି। ତେଲଙ୍ଗାନାର ଜଣେ ଯୁବତୀ…

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ର‍୍ୟାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ର‍୍ୟାଗିଂ ଅଭିଯୋଗ । ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରଙ୍କୁ ଦୁଇଜଣ ସିନିଅରଛାତ୍ର ମାଡ଼ ମାରିବା ସହ ର‍୍ୟାଗିଂ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୀଡିତଙ୍କ ବାପା ଥାନାରେ ଲିଖିତ ଅଭିଯୋଗ…

ଶ୍ୱଶୁରଙ୍କ କଥା ପଚାରିବାରୁ ରାଗିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ବାପା ଆଣିଥିବା ଅଭିଯୋଗ ସମ୍ପର୍କରେ ପଚାରିବାରୁ ବିରକ୍ତ ପ୍ରକାଶ କରିଛନ୍ତି ରିଭାବା। ସେ ପ୍ରଶ୍ନ ଶୁଣି ରାଗି ଯିବା ସହ ସାମ୍ବାଦିକଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ଦିନ ତଲେ ଜାଡେଜାଙ୍କ ବାପା ସାଂଘାତିକ…

ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଗୁଆକାତିରେ ଆକ୍ରମଣରେ ବ୍ୟବସାୟୀ ଗୁରୁତର, କଟକ ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଟାଉନ ଥାନା ବଣିଆବାହାଳରେ ଜଣେ ମଦ୍ୟପ ଯୁବକର ଗୁଆକାତି ଆକ୍ରମଣରେ ବଡ଼ମ୍ବା ଅଞ୍ଚଳର ବ୍ୟବସାୟୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା…

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ୍‌ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମିଳିଲା ଜାମିନ୍‌

ସାମ୍ବାଦିକା ସୌମ୍ୟା ବିଶ୍ୱନାଥନ ହତ୍ୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ୪ ଦୋଷୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ କହିଛନ୍ତି ଯେ ଏହି ୪ ଜଣ ଦୋଷୀ ପୂର୍ବରୁ ହିଁ ୧୪ ବର୍ଷ ୯ ମାସ ଜେଲରେ ରହି ସାରିଛନ୍ତି ।…

୧୩ ଜିଲ୍ଲାରେ ବଦଳିଲେ କଂଗ୍ରେସ ସଭାପତି

ଭୁବନେଶ୍ୱର:ତୃଣମୂଳ ସ୍ତରରେ ଦଳକୁ ସୁଦୃଢ଼ କରୁଛି କଂଗ୍ରେସ। ୧୧ଟି ଜିଲ୍ଲାରେ ୧୩ଟି ଜିଲ୍ଲା କଂଗ୍ରେସ କମିଟିର ସଭାପତି ବଦଳିଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିସ କ୍ରମେ ଜିଲ୍ଲାସ୍ତରରେ ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତିମାନଙ୍କୁ ପରିବର୍ତ୍ତନ…

ମୋଦୀ ଆସିବାପରେ ଭାରତ-ପାକ୍ ସଂପର୍କ ଖରାପ ହୋଇଗଲା : ମଣିଶଙ୍କର

ଲାହୋର: ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମଣିଶଙ୍କର ଆୟର । ପାକିସ୍ତାନ ଗସ୍ତରେ ଥିବାବେଳେ ସେ କହିଛନ୍ତି ଯେ ପାକିସ୍ତାନରେ ତାଙ୍କୁ ଯେତିକି ଖୋଲା ହୃଦୟରେ ସ୍ୱାଗତ କରାଯାଇଛି, ଅନ୍ୟ କୌଣସି ଦେଶରେ…

କଟକ SCBରେ ବିରଳ ଅସ୍ତ୍ରୋପଚାର: ୫୧ ବର୍ଷିୟ ବ୍ୟକ୍ତିଙ୍କ ଛାତିରୁ ବାହାରିଲା ଛୁଞ୍ଚି

କଟକ : କଟକ SCBରେ ବିରଳ ଅସ୍ତ୍ରୋପଚାର । ଛାତିରୁ ବାହାରିଲା ଛୁଞ୍ଚି । କାଡିଓ ଥୋରସିସ ଭାସ୍କୁଲାର ସର୍ଜରି ବିଭାଗ ପକ୍ଷରୁ ଏହି ବିରଳ ଅସ୍ତ୍ରୋପଚାର କରାଯାଇଛି । ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ୫୧ ବର୍ଷ ବୟସ୍କ ନିବାସ…

ମହାରାଷ୍ଟ୍ର କଂଗ୍ରେସକୁ ପୁଣି ଝଟ୍‌କା, ଦଳ ଛାଡିଲେ ଅଶୋକ ଚୌହାନ

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସକୁ ଲାଗିଛି ପୁଣି ଝଟ୍‌କା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ନାନା ପଟୋଲେଙ୍କୁ ଏନେଇ ଚିଠି ଲେଖି ସେ ଜଣାଇଛନ୍ତି। ସେ…

ସ୍ୱର୍ଗଦ୍ୱାରରେ ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାର ଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷ ହୋଇଛି ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା । ସାତକଡି ହୋତା ଅମର ରହେ ଧ୍ୱନି ଓ ତୋପ ସଲାମୀ ଦିଆଯିବା…