2024

ସାମ୍ବାଦିକା ସାଗରିକା ଘୋଷ ଯିବେ ରାଜ୍ୟସଭା, ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମ୍‌ସି

ପଶ୍ଚିମବଙ୍ଗ ଶାସକ ଦଳ ତ୍ରୁଣମୂଳ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ପୁଣି ଥରେ ସୁସ୍ମିତା ଦେବଙ୍କୁ ରାଜ୍ୟସଭା ଟିକେଟ୍‌ ଦେଇଛି। ଏଥିସହ ସାମ୍ବାଦିକା ସାଗରିକା ଘୋଷ, ମମତା ବାଲା…

ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ନିଜ ବେକ କାଟିଲେ ଗିରଫ ଯୁବକ

ମୟୂରଭଞ୍ଜ : ଥାନାରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ବେକ ନିଜେ କାଟିଲେ ଗିରଫ ଯୁବକ। ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନାରେ ଅଭାବନୀୟ ଘଟଣା ଘଟିଛି। ପରେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲ ପରିସରରେ ଦେଖାଦେଇଛି ଉତ୍ତେଜନା। ଅଭିଯୋଗ…

ଉତ୍ତରାଖଣ୍ଡ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଦିଲ୍ଲୀରୁ ଗିରଫ

ଉତ୍ତରାଖଣ୍ଡର ହଲଦ୍ୱାନୀ ହିଂସା ଘଟଣାର ମାଷ୍ଟରମାଇଣ୍ଡ ଅବଦୁଲ ମଲିକ ଗିରଫ। ଦିଲ୍ଲୀ ଏବଂ ଉତ୍ତରାଖଣ୍ଡ ପୁଲିସର ମିଳିତ ଟିମ୍ ଅବଦୁଲକୁ ଦିଲ୍ଲୀରୁ ଗିରଫ କରିଛି। ପୁଲିସ ଏହି ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରିବା ସହ ଏପର୍ଯ୍ୟନ୍ତ ୬୦ରୁ ଅଧିକ ଲୋକଙ୍କୁ…

ଆସନ୍ତା ୧୬ରେ ଦେଶବ୍ୟାପୀ ହରତାଳ

ଭୁବନେଶ୍ୱର: ଫେବ୍ରୁଆରୀ ୧୬ରେ ଦେଶବ୍ୟାପୀ ହରତାଳ, ଗ୍ରାମୀଣ ଭାରତ ବନ୍ଦ ଓ ଶିଳ୍ପ ଧର୍ମଘଟ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନ ବିରୋଧୀ ଶ୍ରମିକ ଓ କୃଷକ ମାରଣ ନୀତିକୁ ବିରୋଧ କରି ସଂଯୁକ୍ତ କିଷାନ ମୋର୍ଚ୍ଚା, ଟ୍ରେଡ ୟୁନିଅନ…

ରାଜ ଶ୍ମଶାନରେ ଜଳିଲା ରାଣୀ ମାତାଙ୍କର ଜୁଇ

ପଞ୍ଚଭୂତରେ ବିଲୀନ ହେଲା ଖଲିକୋଟର ରାଣୀ ମାଆ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥୀବ ଶରୀର। ଖଲିକୋଟ ରାଜପରିବାର ଶ୍ମଶାନରେ ହିନ୍ଦୁ ରାଜକୀୟ ରୀତିନୀତିରେ ତାଙ୍କୁ ଅନ୍ତିମ ବିଦାୟ ଜଣାଇଛନ୍ତି ଶତାଧିକ ପ୍ରଶଂସକ, ଶୁଭେଚ୍ଛୁ ଏବଂ ଖଲିକୋଟ ଲୋକେ। ଲୁହରେ ସତେ ଯେମିତି…

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିବା ମଧ୍ୟ…

ଭ୍ୟାନ୍‌କୁ ପିଟିଲା ଟ୍ରକ୍‌: ୪ ମୃତ, ୯ ଗୁରୁତର

ଝାରସୁଗୁଡା: ଅଶୁଭ ରବିବାର । ଲଖନପୁର ବ୍ଲକ ବେହେରାଗୁଡ଼ା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଭ୍ୟାନକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଜିଲ୍ଲା…

ରାମ ଓ ରାଷ୍ଟ୍ରକୁ ନେଇ କୌଣସି ବୁଝାମଣା ହୋଇପାରିବ ନାହିଁ: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌

ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପ ଯୋଗୁ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍‌ଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ତେବେ ବହିଷ୍କୃତ ହେବାର ଦିନକ ପରେ ଆଚାର୍ଯ୍ୟ ପ୍ରମୋଦ…

ଚାଷ ପାଇଁ ନିର୍ମାଣ ହୋଇଥିବା ପାଣିକୁଣ୍ଡରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ତହରାକାରିଆଗୁଡ଼ା ଗ୍ରାମରେ ଜଣେ ଯୁବକ ପାଣି କୁଣ୍ଡରେ ବୁଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତହରାକାରିଆଗୁଡ଼ା ଗ୍ରାମର ସାତିମ ମାଝୀଙ୍କ ପୁଅ ସୁରେନ୍ଦ୍ର ମାଝୀ(୨୪) ସବୁ ଦିନ ଭଳି…

ଫ୍ଲୋର ଟେଷ୍ଟ ପୂର୍ବରୁ ପାର୍ଟି ମୁଡ୍‌ରେ ବିଧାୟକ, ତେଜସ୍ୱୀଙ୍କ ସହ ଗାଇଲେ ଗୀତ

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଫୁଲ୍‌ ପାର୍ଟି ମୁଡ୍‌ରେ ନଜର ଆସିଲେ ଆର୍‌ଜେଡି ବିଧାୟକ। ହାତରେ ଗିଟର ଧରି ଗାଇଲେ ଗୀତ। କେବଳ ସେ ନୁହେଁ ତାଙ୍କ ସହ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ତାଲ ଦେଇ ଗୀତ ଗାଇଛନ୍ତି।…