2024

ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ, ହତ୍ୟା ସନ୍ଦେହ

ଯାଜପୁର: ଅଖା ବସ୍ତାରୁ ମିଳିଲା ଗଳିତ ମୃତ ଦେହ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁଦୁରାଅନ୍ତା ପଂଚାୟତ କୁଅଁରପୁର ନିକଟସ୍ଥ ବୈତରଣୀ ନଦୀ ପଠାରୁ ଉଦ୍ଧାର ହେଲା ଏହି ମୃତ ଦେହ । ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ଏହାକୁ…

ଇନଷ୍ଟା ରିଲ୍ସରେ ନାଚିଲେ ଡାକ୍ତରୀ ଛାତ୍ର; ୩୮ ଜଣ ଦଣ୍ଡିତ

ଦିନକୁ ଦିନ ରିଲ୍ସ ନିଶାରେ କବଳିତ ହେଉଛନ୍ତି ଯୁବପିଢି। ଏ ନିଶା ଏପରି ଘାରିଛି ଯେ, ସ୍ଥାନ-କାଳ-ପାତ୍ର କିଛି ମାନୁ ନାହାନ୍ତି। ଏହାରି ମଧ୍ୟରେ କିଛି ଡାକ୍ତରୀ ଛାତ୍ରଛାତ୍ରୀ ହସ୍ପିଟାଲ ଭିତରେ ଇନଷ୍ଟା ରିଲ୍ସରେ ନାଚିବାର ଭିଡିଓ ଭାଇରାଲ୍ ହେଉଛି। ଡାକ୍ତରୀ…

ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସାଂସଦ ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରଥମେ ଚିକିତ୍ସା ପାଇଁ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା…

ଓଡ଼ିଆ ଭାଷାରେ ହେବ CAPF ପରୀକ୍ଷା

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ୍‌ ପୁଲିସ ଫୋର୍ସରେ କନଷ୍ଟେବଳ ଭର୍ତ୍ତି ପାଇଁ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ହେବ ପରୀକ୍ଷା। ହିନ୍ଦୀ ଓ ଇଂରାଜୀ ସମେତ ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ଦେଇପାରିବେ ଆଶାୟୀ। ଏଥିପାଇଁ…

ଓଲଟିଲା ଯାତ୍ରୀବାହୀ ବସ୍, ୨୫ରୁ ଅଧିକ ଆହତ

ରାଉରକେଲା : ଓଲଟିଲା ଯାତ୍ରୀବାହୀ ବସ୍ । ୨୫ରୁ ଅଧିକ ଆହତ। ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ବସ୍ । ସମସ୍ତ ଆହତଙ୍କୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ରାଉରକେଲାରୁ ଗୁରୁଣ୍ଡିଆ ଯାଉଥିବା ଘରୋଇ ଯାତ୍ରୀବାହୀ…

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ କୃଷକ! ଦିଲ୍ଲୀରେ ହାଇ ଆଲର୍ଟ

ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି କୃଷକ। ପଞ୍ଜାବ ଓ ହରିୟାଣାର ପ୍ରାୟ ୨୩ କୃଷକ ସଂଙ୍ଗଠନ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ତଥା ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ଆସନ୍ତା ୧୩…

ସମଲେଇ ପୀଠରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ

ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ…

ଓଡ଼ିଶାରେ ବାହୁବଳୀ ନାୟିକା ଅନୁଷ୍କା ସେଟ୍ଟୀ, ଶୁଟିଂ ସେଟରେ ଭିଡ଼ ଜମାଇଲେ ପ୍ରଶଂସକ

ଜୟପୁର : ବାହୁବଳୀ ଫିଲ୍ମର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବେ ଓଡ଼ିଶାରେ। ଏକ ଫିଲ୍ମର ଶୁଟିଂ ପାଇଁ ଅଭିନେତ୍ରୀ ତାଙ୍କର ଟିମ୍ ସହ ଆସି ଓଡ଼ିଶାର କଶ୍ମୀର କୋରାପୁଟ ଜିଲାର ଜୟପୁରରେ ପହଞ୍ଚିଛନ୍ତି। ଫିଲ୍ମର ଶୁଟିଂ ଲାଗି ଅନୁଷ୍କା ଏବେ…

ଜନଜାତି ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଶନିବାର ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ…

୧୬ରେ ଜେଏସଡବ୍ଲ୍ୟୁ ଷ୍ଟିଲ ପ୍ରକଳ୍ପର ଶିଳାନ୍ୟାସ କରିବେ ନବୀନ, ସଭାସ୍ଥଳକୁ ଯିବେ ୩୦ହଜାର ବିଜେଡି କର୍ମୀ

ଭୁବନେଶ୍ବର: ଆସନ୍ତା ୧୬ତାରିଖରେ ଜଗତସିଂହପୁର ଜିଲ୍ଲାର ବିବାଦୀୟ ପସ୍କୋ ପ୍ରକଳ୍ପ ଅଂଚଳରେ ଜେଏସଡବ୍ଲ୍ୟୁ ମେଗା ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ। ଜିଲ୍ଲାର ପ୍ରାୟ ୩୦ହଜାର ବିଜେଡି କର୍ମୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଗା ଇସ୍ପାତ ପ୍ରକଳ୍ପର ଭିତ୍ତିପ୍ରସ୍ତର…