2024

ଆରପାରିରେ ରାଣୀ; ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ

ଭୁବନେଶ୍ବର : ଆଖି ବୁଜିଲେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଖଲ୍ଲିକୋଟ ଓ…

ହାତ ମିଳାଇଲେ ଶରିଫ-ଭୁଟ୍ଟୋ: ନିର୍ବାଚନକୁ ନେଇ ବଡ଼ ବୟାନ ଦେଲା ପାକିସ୍ତାନ ସେନା

ଇସଲାମାବାଦ : ପାକିସ୍ତାନର ସାଧାରଣ ନିର୍ବାଚନ ରେଜଲ୍ଟକୁ ନେଇ ସସପେନ୍ସ ଜାରି ରହିଛି। ସବୁ ଦଳ ବିଜୟୀ ନେଇ ଦମ୍ଭୋକ୍ତି କରି ଚାଲିଛନ୍ତି। ତଥାପି ଜେଲରେ ଥିବା ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସମର୍ଥିତ ପ୍ରାର୍ଥୀ ଆଗରେ ରହିଛନ୍ତି। କୌଣସି ଦଳକୁ…

ବଢ଼ିଲା ଅଡୁଆ, CBI ପରେ ED ରାଡାର୍‌ରେ ସମୀର ଓ୍ୱାଙ୍ଖଡେ

ନୂଆଦିଲ୍ଲୀ:ଥମୁନି ପୂର୍ବତନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କ ଅଡୁଆ। ସିବିଆଇ ପରେ ଏବେ ଇଡି ରାଡାର୍‌ରେ ଓ୍ୱାଙ୍ଖଡେ। ଏନ୍‌ସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ଓ ଆଇଆର୍‌ଏସ୍‌ ଅଧିକାରୀ ସମିର ଓ୍ୱାଙ୍ଖଡେଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୂଆ ମାମଲା ରୁଜୁ…

ଗାନ୍ଧୀ ପରିବାରର ଭାରତ ଯୋଡ଼ ଯାତ୍ରା କରିବାର ଅଧିକାର ନାହିଁ: ଅମିିତ ଶାହା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଦାବି କରିଛନ୍ତି କି, ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୩୭୦ ଆସନରେ ବିଜୟୀ ହେବ । ଏହାସହ ଏନଡିଏକୁ ମୋଟ ୪୦୦ ରୁ ଅଧିକ ଆସନ ମିଳିବ । ତୃତୀୟ…

ମୁଁ ବାବର, ଜିନ୍ନା କିମ୍ବା ଔରଙ୍ଗଜେବଙ୍କ ମୁଖପାତ୍ର କି ? ଓଓ୍ବେସି

ନୂଆଦିଲ୍ଲୀ: ସଂସଦରେ ଅନୁଷ୍ଠିତ ରାମ ମନ୍ଦିର ଆଲୋଚନାରେ ଅଂଶଗ୍ରହଣ କରି ଏଆଇଏମ୍ଆଇଏମ୍ ସଭାପତି ତଥା ଲୋକସଭା ସାଂସଦ ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଦେଶର ମୁସଲମାନମାନଙ୍କୁ ବାରମ୍ବାର ଦେଶଭକ୍ତି ପ୍ରମାଣ କରିବାକୁ କୁହାଯାଏ। ମୁଁ ବାବର, ଜିନ୍ନା ନା ଔରଙ୍ଗଜେବଙ୍କ ମୁଖପାତ୍ର?…

କାର୍ଯ୍ୟବେଳେ ସହିଦ ହେଉଥିବା ଅଗ୍ନିବୀରଙ୍କ ପରିବାରକୁ ଅଧିକ ସୁବିଧା ଯୋଗାଇବାକୁ ସଂସଦୀୟ ସମିତିର ସୁପାରିସ

ନୂଆଦିଲ୍ଲୀ: କାର୍ଯ୍ୟ କରୁଥିବା ସମୟରେ ସହିଦ ହେଉଥିବା ଅଗ୍ନିବୀର ପରିବାରକୁ ସାଧାରଣ ସୈନିକଙ୍କ ଭଳି ପେନସନ ଓ ଅନ୍ୟାନ୍ୟ ସୁବିଧା ମିଳିବା ଉଚିତ୍ । ସଂସଦୀୟ ସମିତି ତରଫରୁ ଏଭଳି ସୁପାରିସ କରାଯାଇଛି । ଏବେ ଥିବା ନିୟମ ମୁତାବକ କାର୍ଯ୍ୟବେଳେ…

ମେ ୯ ରେ ହୋଇଥିବା ଦଙ୍ଗା ସମ୍ପର୍କିତ ୧୨ଟି ମାମଲାରେ ଇମ୍ରାନଙ୍କୁ ଜାମିନ ପ୍ରଦାନ

ଲାହୋର: ପାକିସ୍ତାନରେ କିଏ ସରକାର ଗଢ଼ିବେ ତାହା ଏବେ କହିବା କଷ୍ଟକର। ଇମ୍ରାନ ଖାନ ଠାରୁ ନୱାଜ ସରିଫ ପର୍ଯ୍ୟନ୍ତ ସମସ୍ତେ ବିଜୟ ଦାବି କରୁଛନ୍ତି। ଏପର୍ଯ୍ୟନ୍ତ ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା…

୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ

ବେଙ୍ଗାଲୁରୁ : ଆସନ୍ତା ୨୦୩୫ ସୁଦ୍ଧା ନିଜସ୍ବ ମହାକାଶ ଷ୍ଟେସନ ନିର୍ମାଣ କରିବ ଭାରତ । ଏ ଯୋଜନା ଉପରେ କାମ ଚାଲୁ ରହିଛି ବୋଲି ଇସ୍ରୋ ବୈଜ୍ଞାନିକ ତଥା ଚନ୍ଦ୍ରଯାନ-୩ର ପ୍ରକଳ୍ପ ନିର୍ଦ୍ଦେଶକ ପି.ବୀରମୁଥୁଭେଲ କହିଛନ୍ତି । ସେ କହିଛନ୍ତି…

ମୋବାଇଲ ନମ୍ବର ବ୍ୟବହାର କରିବା ଛାଡ଼ିଦେବେ ଏଲୋନ ମସ୍କ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କ ଖୁବ୍ ଶୀଘ୍ର ମୋବାଇଲ ନମ୍ବରରୁ ମୁକ୍ତି ପାଇବାକୁ ଯାଉଛନ୍ତି। ସେ ନିଜେ ତାଙ୍କ ଫୋନ୍ ନମ୍ବର ବନ୍ଦ କରିବାକୁ ଘୋଷଣା କରିଛନ୍ତି। ମସ୍କ କହିଛନ୍ତି ଯେ ବର୍ତ୍ତମାନ ସେ ଫୋନ୍ ନମ୍ବର…

ମୋଦିଙ୍କ ନେତୃତ୍ୱ ବିନା ସମ୍ଭବ ନଥିଲା ରାମ ମନ୍ଦିର: ଅମିତ ଶାହ

ନୂଆଦିଲ୍ଲୀ : ଜାନୁଆରୀ ୨୨ ଥିଲା ସାରା ଦେଶ ପାଇଁ ଏକ ଐତିହାସିକ ଦିନ। ୧୦ ହଜାର ବର୍ଷ ଯାଏଁ ଏହି ଦିନଟି ଇତିହାସରେ ସୁବର୍ଣ୍ଣ ଅକ୍ଷରେ ଲିଖିତ ରହିବ। ଏହି ଦିନ ଏକ ଲମ୍ବା ସଂଘର୍ଷର ବିଜୟ ହୋଇଛି। ଏହି…