ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ : ବିଏସଏଫ ଆଇଜି
ଭୁବନେଶ୍ଵର: ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଏଥିରୁ ୭ କ୍ୟାଡର ହେଉଛନ୍ତି ଓଡ଼ିଆ। ଓଡ଼ିଶାରେ ମାଓ ଦମନରେ…
