2024

ମନ୍ଦିର ଯାଉଥିବାରୁ ମିଳିଲା ଶାସ୍ତି; ବାଂଲାଦେଶରେ ଉଠବସ୍‌ ହେଲେ ହିନ୍ଦୁ ଯୁବକ

ହିନ୍ଦୁ ସମ୍ପ୍ରଦାୟ ଲୋକଙ୍କ ନିମନ୍ତେ ନର୍କ ପାଲଟିଗଲାଣି ବାଂଲାଦେଶ । ସେଠାରେ ସଂଖ୍ୟାଲଘୁମାନେ ସୁରକ୍ଷିତ ନ ଥିବା ବେଳେ ବାରମ୍ବାର ସେମାନଙ୍କ ଉପରକୁ ଆକ୍ରମଣ ହେଉଛି। ଏପରିକି ସେମାନଙ୍କ ବ୍ୟକ୍ତିଗତ ଅଧିକାରରେ ବାଧା ସୃଷ୍ଟି କରାଯାଉଛି। ଏପରି ଏକ ଘଟଣାର ଭିଡିଓ…

ରାଜଧାନୀର ରାସ୍ତାକଡ଼ରୁ ମିଳିଲା ନବଜାତ ଶିଶୁକନ୍ୟା

ଭୁବନେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଭୁବନେଶ୍ବରରେ ଦେଖିବାକୁ ମିଳିଲା ଏଭଳି ଅଭାବନୀୟ ଘଟଣା । ମହାରାଜା ସିନେମା ହଲ ନିକଟ ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇ କ୍ୟାପିଟାଲ…

ଡିଜିପି ସମ୍ମିଳନୀ ପାଇଁ ଟ୍ରାଫିକ କଟକଣା; ମୋ ବସ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଆଇଜି-ଡିଜିପି ସମ୍ମିଳନୀ । ଯେଉଁଥିରେ ଦେଶର ସମସ୍ତ ଆଇଜି ଏବଂ ଡିଜିପି ଯୋଗ ଦେବେ । ଏଥିପାଇଁ ରାଜଧାନୀରେ ଭିଭିଆଇପିଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା…

ଶାହଙ୍କ ଘରେ ମାରାଥନ୍‌ ବୈଠକ ପରେ ଫେରିଲେ ସିନ୍ଦେ

ମହାରାଷ୍ଟ୍ରରେ ମହାୟୁତି ମେଣ୍ଟ ଖୁବଶୀଘ୍ର ସରକାର ଗଠନ ପ୍ରକ୍ରିୟା ଶେଷ କରିବ। ତେବେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ଆନୁଷ୍ଠାନିକ ଭାବେ କିଛି ଘୋଷଣା ହୋଇନି। ଏହି ସସ୍‌ପେନ୍ସ ଉପରୁ ପରଦା ହଟାଇବାକୁ ଗତକାଲି ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ…

ଦେଶରେ ମଡେଲ ହେବ ଓଡିଶା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ଏଣିକି ଅଗ୍ନିଶମ ବିଭାଗରେ ମହିଳାଙ୍କୁ ମିଳିବ ନିଯୁକ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଛନ୍ତି ସବୁଜ ସଙ୍କେତ। ଅଗ୍ନିଶମ ବିଭାଗରେ ଫାୟାରମ୍ୟାନ ପଦବୀରେ ମହିଳାଙ୍କ ନିଯୁକ୍ତି ବିଷୟକୁ ବିଚାରକୁ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ…

ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍‌; ୪ ଯୁବତୀ ଉଦ୍ଧାର

ଭୁବନେଶ୍ବର : ବାଂଲାଦେଶୀ ନାବାଳିକାଙ୍କୁ ନେଇ କଟକ-ଭୁବନେଶ୍ୱରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଖଣ୍ଡଗିରିରେ ଠାବ ହୋଇଛି ସେକ୍ସ ରାକେଟ୍‌। ଦୀର୍ଘ ଦିନ ଧରି ସେଠାରେ ସେକ୍ସ ରାକେଟ୍‌ ଚାଲିଥିବା ଅଭିଯୋଗ ହୋଇଛି। ନୟାଗଡ଼ର ରାଣୀ ମହୁମାଛି ଯୁବତୀମାନଙ୍କୁ ଦେହ…

ବନ୍ଧାହେଲେ ଖଣି ଅଧିକାରୀ

କଟକ : କେନ୍ଦୁଝର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ ଖଣି ଅଧିକାରୀଙ୍କୁ ମହଙ୍ଗା ପଡ଼ିଲା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ। ଗିରଫ ହେଲେ ଖଣି ଅଧିକାରୀ ପଦ୍ମନାଭ ହୋତା। ଭିଜିଲାନ୍ସ ପକ୍ଷରୁ ବୁଧବାର ପଦ୍ମନାଭ ହୋତାଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ ବାସଭବନ…

ଦୁର୍ଦ୍ଦାନ୍ତ ନକ୍ସଲ ବିଜା ମାଡ଼ଭିର ଆତ୍ମସମର୍ପଣ

ଫୁଲବାଣୀ : ଜଣେ ଦୁର୍ଦ୍ଦାନ୍ତ ନକ୍ସଲ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାଁ ବିଜା ମାଡ଼ଭି। ତାଙ୍କ ଘର ଛତିଶଗଡ଼ର ସୁକମା ଜିଲ୍ଲାରେ। ତାଙ୍କଠାରୁ ଗୋଟିଏ ପିସ୍ତଲ ଓ ଦୁଇଟି ଗୁଳି ଜବତ କରାଯାଇଛି। ସେ KKBN ଡିଭିଜନର…

କଟକ ସହରରେ ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ହାଇକୋର୍ଟ

କଟକ : ରୁପାର ସହର କଟକରେ ଦିନକୁ ଦିନ ବଢ଼ି ଚାଲିଛି ଡେଙ୍ଗୁ ମଶାଙ୍କ ପ୍ରାଦୁର୍ଭାବ। ଯେଉଁଥିପାଇଁ ଡେଙ୍ଗୁ ରୋଗ ବ୍ୟାପିବାରେ ଲାଗିଛି। କଟକ ସହରରେ ବଢ଼ିଥିବା ମଶାଙ୍କ ପ୍ରାଦୁର୍ଭାବକୁ ନେଇ ଆଜି ଆଜି ଉଦ୍‌ବେଗ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ।…

ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି

ଭୁବନେଶ୍ୱର: ପୁଣି ଆଳୁ ଗେମ୍ ଖେଳିଲେ ମମତା। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ ଚାଲିଛି କଡ଼ା ପାଟ୍ରୋଲିଂ। ରାଜ୍ୟକୁ ଆଳୁ ଟ୍ରକ୍ ଆସିବା କମିବାରୁ…