2024

ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ, ୧୪ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି

ମାଲକାନଗିରି: କିଛିଦିନର ବ୍ୟବଧାନ ପରେ ମାଓବାଦୀମାନେ ପୁଣି ରକ୍ତମୁଖା ହୋଇପଡ଼ିଛନ୍ତି। ସୁରକ୍ଷା ବାହିନୀର ଶିବିର ଉପରେ ସେମାନେ ଆକ୍ରମଣ କରିଛନ୍ତି। ଛତିଶଗଡ଼ର ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୧୪ ଜଣ ଯବାନ ଆହତ ହୋଇଛନ୍ତି। ସୂଚନା…

ପୁଣି ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍

ଇଡିର ଘନ ଘନ ଚଢ଼ାଉ ଭିତରେ ଝାଡ଼ଖଣ୍ଡରେ ଜାରି ରହିଛି ରାଜନୈତିକ ହଲଚଲ। ଜମି ଦୁର୍ନୀତି ମାମଲର ଅର୍ଥ ହେରଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଜେରା କରିବାକୁ ଆସନ୍ତାକାଲି ଡାକିଛି। ଏହାରି ଭିତରେ ପୁଣି ଥରେ ସନ୍ଧ୍ୟାରେ…

ନୀତୀଶଙ୍କ ଧୋକା ପରେ ପ୍ରଥମଥର ମୁହଁ ଖୋଲିଲେ ରାହୁଲ ଗାନ୍ଧି

ଲୋକସଭା ନିର୍ବାଚନର ଠିକ ପୂର୍ବରୁ ଇଣ୍ଡିଆ ମେଣ୍ଟ ଛାଡ଼ି ପୁଣି ବିଜେପି ସହ ହାତ ମିଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଏକଦା ଇଣ୍ଡିଆ ମେଣ୍ଟର ପ୍ରମୁଖ ଚେହେରା ପାଲଟିଥିବା ନୀତୀଶ କୁମାରଙ୍କ ହଠାତ ପଟ ପରିବର୍ତ୍ତନ ପୂରା ଦେଶରେ ହଇଚଇ…

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

ଭୁବନେଶ୍ୱର: ଯାଥାଶିଘ୍ର ନକଲି ଶିକ୍ଷକଙ୍କ ତଥ୍ୟ ଦେବାନେଇ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ଵର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ…

୧୪୬ ସାଂସଦଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

ଜାନୁଆରୀ ୩୧ ତଥା ବୁଧବାର ଠାରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ। ତେବେ ଏହି ଅଧିବେଶନ ପୂର୍ବରୁ ସମସ୍ତ ସାଂସଦଙ୍କ ନିଲମ୍ବନ ରଦ୍ଦ ହୋଇଛି। ଏନେଇ ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ଶୀତ ଅଧିବେଶନ ବେଳେ…

ନିର୍ବାଚନ ଲଢ଼ିବେନି କଂଗ୍ରେସର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର

ଭୁବନେଶ୍ୱର : ୨୪ ନିର୍ବାଚନ ଲଢ଼ିବେ କିଛି ଭେଟରାନଙ୍କ ପୁଅ । ବାପାଙ୍କ ସ୍ଥାନରେ ସେମାନେ ମଇଦାନକୁ ଓହ୍ଲାଇବେ । ଏନେଇ ଆରମ୍ଭ ହେଲାଣି ଚର୍ଚ୍ଚା । ଆସନ୍ତା ନିର୍ବାଚନ ଲଢ଼ିବେନି କଂଗ୍ରେସର ଭେଟରାନ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ…

ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇ ପିଟିପିଟି ମାରିଦେଲେ

ବନ୍ଧୁ ସାଜିଲେ ବଇରୀ। ୟୁଟ୍ୟୁବର୍‌ଙ୍କୁ ଘରୁ ଡାକି ନେଇ ମଦ ପିଆଇଲେ। ପରେ ପିଟିପିଟି ମାରିଦେଲେ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଗ୍ରେଟର ନଏଡା। ଏହି ଘଟଣାରେ ପୁଲିସ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଦୁଇ…

୮ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ସକାଳୁ ସକାଳୁ ଘନ କୁହୁଡିରେ ଆଚ୍ଛାଦିତ ରହୁଛି ସମଗ୍ର ରାଜ୍ୟ । ତା ସାଙ୍ଗକୁ ପୁଣି ଥଣ୍ଡା ପବନ ଯାହା ଶୀତକୁ ଆହୁରି ଦ୍ବିଗୁଣିତ କରୁଛି । କୁହୁଡି ଯୋଗୁ ଦୃଶ୍ୟମାନ ଦୂରତା ବେଶ କମ ରହୁଛି । ଫଳରେ…

ମେୟର ନିର୍ବାଚନରେ ଜିତିଲା ବିଜେପି, ବର୍ଷିଲେ କେଜ୍ରିୱାଲ

ଚଣ୍ଡିଗଡ଼ ମେୟର ନିର୍ବାଚନରେ ବାଜିମାତ କରିଛି ବିଜେପି। ଦଳ ପାଖରେ ବିଜୟୀ ହେବାକୁ ସଂଖ୍ୟା ନଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ମେୟର ହୋଇଛନ୍ତି। ବିରୋଧୀ ଆପ୍‌ ଓ କଂଗ୍ରେସ ପାଖରେ ୨୦ଟି ଭୋଟ ଥିଲା। କିନ୍ତୁ ପ୍ରିଜାଇଡିଂ ଅଫିସର ହଠାତ୍‌ ୮ଟି…

ହୋଟେଲ ରୁମ୍‌ରୁ ମିଳିଲା ଯବାନଙ୍କ ମୃତଦେହ

ଭୁବନେଶ୍ୱର : ହୋଟେଲରୁ ସନ୍ଦେହ ଜନକ ଅବସ୍ଥାରେ ପୂର୍ବତନ ସେନା ଅଧିକାରୀଙ୍କ ମୃତ ଦେହ ମିଳିଛି । ତାଙ୍କ ନାମ ହେଲା ମିର୍ ସିଂହ, ବୟସ ୪୩ ବର୍ଷ । ରାଜସ୍ଥାନ ନିବାସୀ ମୀର ଚାରିବର୍ଷ ହେଲା ଭୁବନେଶ୍ୱରର ଏହି ହୋଟେଲକୁ…