2024

ବେଶ ବଦଳାଇ ହସ୍ପିଟାଲରେ ପଶି ୩ ଜଣଙ୍କୁ ହତ୍ୟା କଲେ ଇସ୍ରାଏଲ ଏଜେଣ୍ଟ୍ସ

ସାମ୍ନାକୁ ଆସିଛି ଇସ୍ରାଏଲ ଏଜେଣ୍ଟ୍ସଙ୍କ ସାଂଘାତିକ ଅପରେସର ଭିଡିଓ। ହମାସ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ସେନାର କିଛି ସଦସ୍ୟ ୱେଷ୍ଟ ବ୍ୟାଙ୍କରେ ଥିବା ଗୋଟିଏ ହସ୍ପିଟାଲରେ ଗୁଳି ଚଳାଇଛନ୍ତି। ସେମାନେ ହସ୍ପିଟାଲ କର୍ମଚାରୀ, ନର୍ସ ଓ ଡାକ୍ତର ବେଶ ଧରି…

ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୫ ତାରିଖରୁ ବିଧାନସଭା ବଜେଟ୍ ଅଧିବେଶନ । ତାପୂର୍ବରୁ ୪ ତାରିଖରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିଛି। ୮ ତାରିଖରେ କାମଚଳା…

ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ। ଦେଶର ଗୁପ୍ତ ତଥ୍ୟ ପ୍ରଘଟ କରିଥିବା ଦୋଷରେ ଦଣ୍ଡ ଶୁଣାଇଛନ୍ତି ଅଦାଲତ। ଆଜି ଏହି ମାମଲା ଉପରେ ବିଚାର କରି ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ…

ଫେବୃଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ବର: ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏନେଇ ବିଏମସିର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ । ଏହି ମେଳା ୧୬ ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏଁ ଚାଲିବାନେଇ ବୈଠକରେ ନିଷ୍ପତ୍ତି ।…

ଏଲନ ମସ୍କଙ୍କ କମ୍ପାନୀ ‘ନ୍ୟୁରାଲିଙ୍କ’କୁ ବଡ ଉପଲବ୍ଧି; ମାନବ ମସ୍ତିଷ୍କରେ ଲଗାଇଲା ଚିପ୍

ବିଜ୍ଞାନ ଜଗତରେ ଏକ ବିରଳ ଉପଲବ୍ଧି ପାଇଛି ଏଲନ୍ ମସ୍କଙ୍କ ଷ୍ଟାର୍ଟଅପ୍ କମ୍ପାନୀ ନ୍ୟୁରାଲିଙ୍କ। ଏହି କମ୍ପାନୀ ପ୍ରଥମ କରି ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛି। ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ…

ବାନା ବିକ୍ରିକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଶ୍ରୀମନ୍ଦିରରେ ମାଡପିଟ

ପୁରୀ : ଶ୍ରୀ ମନ୍ଦିରରେ ମାଡପିଟି । ଦୁଇ ସେବାୟତଙ୍କ ମଧ୍ୟରେ ହୋଇଛି ମାଡପିଟ । ବାନା ବିକ୍ରିକୁ ନେଇ ଘଟିଛି ଏହି ଗଣ୍ଡଗୋଳ । ନାଟମଣ୍ଡପ ନିକଟରେ ମେକାପ ଓ ଚୁନରା ସେବକଙ୍କ ମଧ୍ୟରେ ଘଟିଛି ଏହି ଗଣ୍ଡଗୋଳ ।…

ଆମେରିକାରେ ପୁଣି ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଦିନକୁ ଦିନ ଭାରତୀୟ ଛାତ୍ରଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି ଆମେରିକା। ଏହିଠାରୁ ବାରମ୍ବାର ଛାତ୍ର ମୃତ୍ୟୁର ଖବର ସାମ୍ନାକୁ ଆସୁଛି। ଏବେ ପୁଣି ଜଣେ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଆମେରିକାର ଇଣ୍ଡିଆନା ସ୍ଥିତ ପର୍ଡୁ ୟୁନିଭରସିଟିରେ ପଢୁଥିବା ଭାରତୀୟ…

୧୯ ଜଣିଆ ରାଜ୍ୟ ମୁଖପାତ୍ରଙ୍କ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ମୁଖପାତ୍ର ତାଲିକା ଘୋଷଣା କରିଛି । ୧୯ ଜଣ ମୁଖପାତ୍ର, ୧୨ ଜଣ ପ୍ୟାନେଲିଷ୍ଟ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ନାମ ଘୋଷଣା କରିଛି । ସୁଜିତ୍ କୁମାର ଦାସଙ୍କୁ ଦଳର…

୫ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ ଅନୁମୋଦନ, ପ୍ରତ୍ୟାହାର ହେଲା ଆଦିବାସୀଙ୍କ ଜମି ବିକ୍ରି ଅଧିନିୟମ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଆଜିର କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ…

ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୪୩ଟି ସ୍କୁଲ ଲୋକାର୍ପିତ

ଭୁବନେଶ୍ବର: ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ପଞ୍ଚମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଭଦ୍ରକ ଓ ସୁନ୍ଦରଗଡ ଆଦି ୫ଟି ଜିଲ୍ଲାର ୩୪୩ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ଏଥିରେ କଳାହାଣ୍ଡି…