2024

ହାତ-ଗୋଡ଼ ବାନ୍ଧି ଜୀବନ୍ତ ଜାଳି ଦେଲେ

ସାମ୍ନାକୁ ଆସିଛି ଭୟଙ୍କର ହତ୍ୟାକାଣ୍ଡର ସାଂଘାତିକ ଚିତ୍ର। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଜଣେ ଶୁଟରଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ହାତ ଗୋଡ଼ ବାନ୍ଧି ଜୀବନ୍ତ ଜାଳି ଦିଆଯାଇଛି। ହରିୟାଣା ପୁଲିସ୍‌ ଆଜି ତାଙ୍କ ପୋଡ଼ା ମୃତଦେହ…

ଟ୍ୟୁସନ୍‌ ରୁ ଫେରିବା ବାଟରେ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ

ଆଠଗଡ଼ : ଦଶମ ଶ୍ରେଣୀ ଛାତ୍ରର ଗଳା କାଟିଦେଲେ ଦୁର୍ବୃତ୍ତ। ବିଚ ବଜାରରେ ବେକକୁ ଛୁରୀରେ କାଟି ଫେରାର ହୋଇଗଲେ ଦୁର୍ବୃତ୍ତ। ଆଠଗଡ଼ର କୁଲେଇଲୋ ବଜାର ଉପରେ ଅଘଟଣ। ଦଶମ ଶ୍ରେଣୀର ଜଣେ ଛାତ୍ର ଟିଉସନରୁ ଫେରୁଥିବା ବେଳେ ଦୁଇ ଅଜଣା…

ସିମି ଉପରେ ଲାଗିଥିବା ବ୍ୟାନ୍‌ ଆଉ ୫ ବର୍ଷ ବଢ଼ିଲା

ଆତଙ୍କବାଦୀ ସଂଗଠନ ସିମି ଉପରେ ଲାଗିଥିବା ବ୍ୟାନ୍‌କୁ ଆଜି କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି। ସିମି ଗୋଟିଏ ବେଆଇନ ସଂଗଠନ ହୋଇଥିବାରୁ ଏହା ଉପରେ ଲାଗିଥିବା ବ୍ୟାନ ଆଉ ୫ ବର୍ଷ ବଢ଼ିଛି। କଠୋର ୟୁଏପିଏ ବଳରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବ୍ୟାନ…

ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କଲେ ଖଡ଼ଗେ

ଭୁବନେଶ୍ୱର: ରାଜ୍ୟ ଅତିଥି ଭବନରେ ଆଜି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହିତ ଇଣ୍ଡିଆ ମେଣ୍ଟ ରାଜ୍ୟ ନେତୃବୃନ୍ଦଙ୍କ ସହ ବୈଠକ କରିଛନ୍ତି | ୨୦୨୪ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇଥିବାବେଳେ ବୈଠକରେ ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର…

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌

କୁଆଡ଼େ ଗଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ତାଙ୍କୁ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍‌। ଇଡିର ଏକ ଟିମ୍‌ ଆଜି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଦିଲ୍ଲୀ ସ୍ଥିତ ଶାନ୍ତି ନିକେତନ ଘରେ ପହଞ୍ଚିଛି। ତାଙ୍କ ଘରୁ ଅନେକ ଦସ୍ତାବିଜ ଜବତ ହୋଇଛି।…

ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର

ଭୁବନେଶ୍ୱର: ପ୍ରଥମ ସ୍ଥାନ ହାସଲ କଲା ଓଡ଼ିଶା ପ୍ରଜ୍ଞାପନ ମେଢ । ଗଣତନ୍ତ୍ର ଦିବସରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ପ୍ରଥମ ସ୍ଥାନ ହାସଲ କରିଛି । ନାରୀ ସଶକ୍ତିକରଣ ଉପରେ ଅଧାରିତ ଓଡ଼ିଶାର ପ୍ରଜ୍ଞାପନ ମେଢ…

ଉତ୍ତରାଖଣ୍ଡରେ ଲାଗୁ ହେବ ୟୁସିସି !

ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା ଲାଗୁ କରିବାକୁ ଅଣ୍ଟା ଭିଡୁଛି ଉତ୍ତରାଖଣ୍ଡ। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଲାଗୁ କରିବାକୁ ଯାଉଛନ୍ତି ୟୁସିସି ନିୟମ। ଏନେଇ ଏକ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

କାର୍ଯ୍ୟରେ ଅନୁପସ୍ଥିତି ଅଭିଯୋଗ, ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା ପକାଇଲା ଶ୍ରମିକ ସଂଘ

ନବରଙ୍ଗପୁର: ନବରଙ୍ଗପୂର ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ତାଲା । ଶ୍ରମ ଅଧିକାରୀଙ୍କ ଦୀର୍ଘଦିନ ଧରି ଅନୁପସ୍ଥିତି ଥିବାକୁ ବିରୋଧ କରି ତାଲା ପକାଇଛନ୍ତି ନବରଙ୍ଗପୂର ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଘ । ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲା ଶ୍ରମ ଅଧିକାରୀ ରଞ୍ଜନ…

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ; ପୂରଣ ହେବ ୫୬ ଆସନ

ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏନେଇ ଆଜି ନିର୍ବାଚନ କମିଶନ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ୧୫ଟି ରାଜ୍ୟରେ ଖାଲି ପଡିବାକୁ ଥିବା ୫୬ ଆସନ ପାଇଁ ନିର୍ବାଚନ ହେବ। ନିର୍ବାଚନ ଆୟୋଗଙ୍କ ଚିଠି ଅନୁଯାୟୀ, ରାଜ୍ୟସଭା ନିର୍ବାଚନ ପାଇଁ…

ବିଜେଡି ଓ ବିଜେପି ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଓଡ଼ିଶାରେ ଯାହା ହୋଇଛି କଂଗ୍ରେସ କରିଛି, ଆଜି ଓଡିଶା ବଞ୍ଚାଅ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଏଭଳି କହିଛନ୍ତି ଖଡ଼ଗେ | ସେ କହିଛନ୍ତି ମୋଦୀ ସବୁବେଳେ କହୁଛନ୍ତି ୭୦ ବର୍ଷରେ କଣ କରିଛି…