ବିହାରରେ ରାହୁଲଙ୍କ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’
ବିହାରରେ ବଦଳି ସାରିଛି ମେଣ୍ଟ। କଂଗ୍ରେସକୁ ସମର୍ଥନ କରୁଥିବା ଜେଡିୟୁ ଏବେ ଏନ୍ଡିଏ ନୌକାରେ ବସିଛି। ପୁଣିଥରେ ୟୁ-ଟର୍ଣ୍ଣ ମାରି ସାରିଛନ୍ତି ନୀତୀଶ। ବିରୋଧୀଙ୍କୁ ଦେଇଛନ୍ତି ଧୋକା। ଏହାରି ଭିତରେ ଏବେ ବିହାରରେ ପହଞ୍ଚିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ…
